Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍, ୮ୱିକେଟ୍ ବିଜୟୀ ଇଂଲଣ୍ଡ

by ସଞ୍ଜୟ ସ୍ୱାଇଁ
March 13, 2021
in Sports
ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍, ୮ୱିକେଟ୍ ବିଜୟୀ ଇଂଲଣ୍ଡ
104
VIEWS
Share on FacebookShare on Twitter

ଅହମ୍ମଦାବାଦ,(ବାଘୁଆବାର୍ତ୍ତା); ଅହମ୍ମଦାବାଦରେ ଚାଲିଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିପର୍ଯ୍ୟସ୍ତ ଘଟିଛି । ଯାହାକୁ ଇଂଲଣ୍ଡ ୮ୱିକେଟରେ ବିଜୟୀ ହୋଇଥିବା ଜଣାପଡିଛି । ସୂଚନାନୁସାରେ ଭାରତ-ଇଂଲଣ୍ଡ ଟି-୨୦ ସିରଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଟଜ୍ ଜିତି ଫିଲିଡିଂର ନିଷ୍ପତ୍ତି ନେଇ ପ୍ରତିପକ୍ଷ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ତେବେ ଭାରତ ପ୍ରଥମରୁ ବ୍ୟାଟିଂ ଲାଇନରେ ବିପର୍ଯ୍ୟୟ ଦେଖିବାକୁ ମିଳିଥିବା ବେଳେ ଲେୟାରଙ୍କ ୬୭ରନ ଇଂନିସ ଖେଳି ନିର୍ଦ୍ଧାରିତ ୨୦ଓଭରରେ ମୂଲ୍ୟବାନ ୭ଟି ୱିକେଟ ହରାଇ ୧୨୪ରନ କରିବାରେ ସକ୍ଷମ ହୋଇଥିଲା । ତେବେ ୧୨୫ରନର ବିଜୟ ଲକ୍ଷ ନେଇ ଇଂଲଣ୍ଡ ପଡିଆକୁ ପ୍ରବେଶ କରିଥିଲା । ଜନ୍ସ ରୟଙ୍କ ଧୂଅାଁଧାର ବ୍ୟାଟିଂରେ ଇଂଲଣ୍ଡ ମୂଲ୍ୟବାନ ୨ଟି ଓି୍ୱକେଟ ହରାଇ ୧୫ଓଭର ୩ଟି ବଲରେ ୧୩୦ରନ କରି ବିଜୟୀ ହାସଲ କରିପାରିଛି । ଭାରତ-ଇଂଲଣ୍ଡ ଟି-୨୦ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!