Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯବାନଙ୍କ ଗୁଳିରେ ୩ ଆତଙ୍କି ନିହତ

by ସଞ୍ଜୟ ସ୍ୱାଇଁ
January 29, 2021
in NATIONAL NEWS
ଯବାନଙ୍କ ଗୁଳିରେ ୩ ଆତଙ୍କି ନିହତ
116
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଜମ୍ମୁ-କାଶ୍ମୀରରେ ୩ ଜଣ ଆତଙ୍କିକୁ ନିହତ କରିଛନ୍ତି ଭାରତୀୟ ଯବାନ । ଏହି ୩ ଆତଙ୍କବାଦୀକୁ ଏନକାଉ ର କରି ନିହତ କରିଛନ୍ତି । ସୂଚନାନୁସାରେ, ଜମ୍ମୁ-କାଶ୍ମୀର ଅବନ୍ତିପୁରାର ତ୍ରାଲ ଅନ୍ତର୍ଗତ ମାନଡୋରା ଠାରେ କିଛି ଆତଙ୍କବାଦୀ ଆତ୍ମଗୋପନ କରିଥିବା ଖବର ମିଳିଥିଲା । ଜମ୍ମୁ-କାଶ୍ମୀର ପୁଲିସ୍ ଓ ସିଆରପିଏଫ୍ ଯବାନଙ୍କ ତରଫରୁ ତନାଘନା ଆରମ୍ଭ ହୋଇଥିଲା । ତେବେ ଆତଙ୍କବାଦୀମାନେ ଲୁଚିଥିବା ସ୍ଥାନରେ ଯବାନ୍ମାନେ ପହ ôଥିଲେ ଏବଂ ଆତଙ୍କବାଦୀଙ୍କୁ ଆତ୍ମ ସର୍ମପଣ କରିବାକୁ କହିଥିଲେ । ଆତଙ୍କବାଦୀମାନେ ଆତ୍ମ ସର୍ମପଣ କରିବା ବଦଳରେ ଗୁଳି ଚଳାଇବାରୁ ଭାରତୀୟ ଯବାନ୍ ଏହାର କଡ଼ା ଜବାବ୍ ଦେଇଥିଲେ । ଯେଉଁଥରରେ କି ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!