Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଣ୍ଠପୁରରେ ଫସଲ ଉଜାଡ଼ିଲେ ହାତୀପଲ

by Anil Panda
August 8, 2020
in Breaking, Nayagarh
ବାଣ୍ଠପୁରରେ ଫସଲ ଉଜାଡ଼ିଲେ ହାତୀପଲ
323
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଚାୟତରେ ହାତୀପଲ୍ଲଙ୍କ ଉପଦ୍ରବରେ ବହୁ ଫସଲ ଉଜୁଡି ଯାଇଥିବା ଜଣା ଯାଇଛି । ଏହି ଅଂଚଳରେ ହାତୀପଲ୍ଲଙ୍କର ଉପଦ୍ରବ ଲାଗି ରହିଥିବା ବେଳେ ଗ୍ରାମବାସୀ ଓ ବନବିଭାଗର ଚେଷ୍ଟାରେ ୬ତାରିଖରୁ ହାତୀପଲ୍ଲ କିଛି ଦୁର ପଚିଂରିଡା ମାନପୁର ରେଞ୍ଜ କୁରାଡ଼ି ଘଷା ଅଂଚଳକୁ ଚାଲିଯାଇଛନ୍ତି । ହାତୀପଲ୍ଲରେ ଗୋଟିଏ ଦନ୍ତା ହାତୀ ସହିତ ୫ମାଇହାତୀ ଓ ୩ଟି ଛୁଆହାତୀ ରହିଥିବା ବନବିଭାଗ କହିଛନ୍ତି । ଛୁଆହାତୀ ରହିଥିବାରୁ ହାତୀପଲ୍ଲ ଶିଘ୍ର ସ୍ଥାନ ପରିବର୍ତନ ନକରି ଗୋଟିଏ କିଛିଦିନ ରହିଯାଉଥିବା ଜଣାଯାଇଛି । ଫଳରେ ହାତୀପଲ୍ଲ ଗତକିଛିଦିନ ଧରି ବାଣ୍ଠପୁର ଗ୍ରାମର ବିନୟ ଆଲଟିଆ, ଜାଦବ ଆଲଟିଆ, ଦେବରାଜ ଆଲଟିଆ, ଉପେନ୍ଦ୍ର ପ୍ରଧାନ, ବିକ୍ରମ ପ୍ରଧାନ ପ୍ରଫୁଲ୍ଲ ମଲିକ ଇତ୍ୟାଦିଙ୍କ ଖେତବାଡିରେ ପସି ଧାନ, ମକା ଓ କଦଳୀ ଫସଲ ବହୁ ପରିମାନରେ ଉଜାଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!