Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ କେଉଁ ଦଳ ପାଇଛି କେତେ ଟଙ୍କା, ସର୍ବାଧିକ ବିଜେପିର ୭ ହଜାର କୋଟି ନିର୍ବାଚନୀ ଚାନ୍ଦା

by ସଞ୍ଜୟ ସ୍ୱାଇଁ
March 17, 2024
in NATIONAL NEWS, Politics
ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ କେଉଁ ଦଳ ପାଇଛି କେତେ ଟଙ୍କା, ସର୍ବାଧିକ ବିଜେପିର ୭ ହଜାର କୋଟି ନିର୍ବାଚନୀ ଚାନ୍ଦା
148
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇଲେକ୍ଟୋରାଲ ବଣ୍ଡ ସାର୍ବଜନୀନ ହୋଇଛି । ଏଥିରୁ ମିଳିଥିବା ସୂଚନା ମୁତାବକ ଏକାକୀ ବିଜେପିକୁ ୬,୯୮୬.୫ କୋଟି ଚାନ୍ଦା ମିିଳିଛି । କେବଳ ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିକୁ ସର୍ବାଧିକ ୨,୫୫୫ କୋଟି ଟଙ୍କାର ଚାନ୍ଦା ମିଳିଛି । ନିର୍ବାଚନ ଆୟୋଗ ମୁତାବକ ଏହି ସୂଚନା ସାମ୍ନାକୁ ଆସିଛି । ଏହି କ୍ରମରେ କଂଗ୍ରେସ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୧,୩୩୪.୩୫ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ବିଜେଡିକୁ ୯୪୪.୫ କୋଟି ଟଙ୍କା ଚାନ୍ଦା ମିଳିଛି । ସେହିଭଳି ୱାଇଏସଆର କଂଗ୍ରେସକୁ ୪୪୨.୮ କୋଟି, ଟିଡିପିକୁ ୧୮୧.୩୫ କୋଟି ଟଙ୍କା ଚାନ୍ଦା ମିଳିଛି । ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଡିଏମକେ ୬୫୬.୫ କୋଟି ଟଙ୍କା ଚାନ୍ଦା ନେଇଥିବା ବେଳେ ଟିଏମସି ୧,୩୯୭ କୋଟି ଓ ବିଆରଏସ ୧,୩୨୨ କୋଟି ଟଙ୍କା ଚାନ୍ଦା ନେଇଛି । ସେହିଭଳି ସମାଜବାଦୀ ପାର୍ଟି ୧୪.୦୫ କୋଟି, ଅକାଳୀଦଳ ୭.୨୬ କୋଟି, ଏଆଇଏଡିଏମକେ ୬.୦୫ କୋଟି, ନ୍ୟାସନାଲ କନଫରେନ୍ସ ୫୦ ଲକ୍ଷ ଚାନ୍ଦା ନେଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ କମିଶନ ନୂଆ ତଥ୍ୟ ରବିବାର ଦିନ ସାର୍ବଜନୀନ କରିଛି । ଏହି ଡାଟା ନିର୍ବାଚନ ଆୟୋଗ ସିଲବନ୍ଦ ଲଫାଫାରେ ସୁପ୍ରିମକୋର୍ଟରେ ଡିପୋଜିଟ୍ କରିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!