Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଧାରଣ ନିର୍ବାଚନ-୨୦୨୪ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ନମ୍ବର ଜାରି

by ସଞ୍ଜୟ ସ୍ୱାଇଁ
May 17, 2024
in Breaking, State
ସାଧାରଣ ନିର୍ବାଚନ-୨୦୨୪ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ନମ୍ବର ଜାରି
209
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ଏକକାଳୀନ ସାଧାରଣ ନିର୍ବାଚନ୨୦୨୪ ଅବସରରେ ଭଦ୍ରକ ଜିଲ୍ଲାର ୧ଟି ଲୋକସଭା ଓ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଭଗବତୀ ପ୍ରସାଦ କାଲାଲ ଏବଂ ଅଭିଚଲ ଚତୁର୍ବେଦୀ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ଆର୍.ଭି.ଅରୁଣ ପ୍ରସାଦ, ରଣବୀର ଭୌମିକ ଏବଂ କିଡେସ୍ କୁମାର ଜୈନ୍ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ବରିଷ୍ଠ ଆଇ.ପି.ଏସ୍. ଅଧିକାରୀ ଅଶୋକ କୁମାର ପୁଲିସ୍ ଅବଜରଭର ଭାବେ ନିଯୁକ୍ତ ହୋଇଛନ୍ତି । ପର୍ଯ୍ୟବେକ୍ଷକ ମାନେ ଭଦ୍ରକ ର ଗେଲପୁର ଠାରେ ଅବସ୍ଥିତ ନୂଆ ସର୍କିଟ୍ ହାଉସ୍‌ରେ ଅବସ୍ଥାନ କରୁଛନ୍ତି । ନିର୍ବାଚନ ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ଜନସାଧାରଣ ସଂପୃକ୍ତ ଅଧିକାରୀଙ୍କୁ ସଂପୃକ୍ତ ମୋବାଇଲ ନଂରେ ଯୋଗଯୋଗ କରପାରିବେ କିମ୍ବା ସେମାନଙ୍କ ଅବସ୍ଥାନ ଜାଗାରେ ନିର୍ବାରିତ ସମୟ ଦିବା ୧୧ ଘଟିକା ଠାରୁ ୧୨ ଘଟିକା ମଧ୍ୟରେ ସାକ୍ଷାତ କରିପାରିବେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ କାଲାଲ, ସୋର, ସିମୁଳିଆ, ବାସୁଦେବପୁର, ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏବଂ ଶ୍ରୀଯୁକ୍ତ ଚତୁର୍ବେଦୀ, ଭଣ୍ଡାରିପୋଖରୀ, ଭଦ୍ରକ, ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ହୋଇଛନ୍ତି । ସେହିପରି ଖର୍ଜ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରସାଦ, ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ, ଶ୍ରୀଯୁକ୍ତ ଭୌମିକ, ଭଣ୍ଡାରିପୋଖରୀ,ଭଦ୍ରକ ଓ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ, ଶ୍ରୀଯୁକ୍ତ ଜୈନ୍ ସୋର, ସିମୁଳିଆ, ବାସୁଦେବପୁର ଓ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ହୋଇଛନ୍ତି । ତଳେ ପର୍ଯ୍ୟବେକ୍ଷକ ମାନଙ୍କ ନାମ ପଦବୀ ମୋବଇଲ ନମ୍ବର ଦିଆଯାଇଛି ଭଗବତୀ ପ୍ରସାଦ କାଲାଲ, ସାଧାରଣ ପର୍ଯ୍ୟବେକ୍ଷକ -୯୩୩୭୯୬୩୭୧୭, ଅଭିଚଲ ଚତୁର୍ବେଦୀ, ସାଧାରଣ ପର୍ଯ୍ୟବେକ୍ଷକ – ୯୩୩୭୯୫୬୬୮୭, ଆର୍.ଭି.ଅରୁଣ ପ୍ରସାଦ, ଖର୍ଚ୍ଚ ପର୍ଯ୍ୟବେକ୍ଷକ – ୯୩୩୭୯୬୧୦୨୮, ରଣବୀର ଭୌମିକ,ଖର୍ଚ୍ଚ ପର୍ଯ୍ୟବେକ୍ଷକ -୯୩୩୭୯୬୮୧୪୫,ଜିତେସ୍ କୁମାର ଜୈନ୍ ଖର୍ଚ୍ଚ ପର୍ଯ୍ୟବେକ୍ଷକ – ୯୩୩୭୯୬୪୫୯୫, ଅଶୋକ କୁମାର, ପୁଲିସ୍ ଅବଜରଭର – ୮୮୯୫୪୯୦୬୭୭

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

April 18, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!