Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକାମ୍ର ପ୍ରକଳ୍ପ ପାଇଁ ଉପଦେଷ୍ଟା କମିଟି ଗଠନ, ଅଧ୍ୟକ୍ଷ ହେଲେ ସନ୍ତୃପ୍ତ ମିଶ୍ର

by ସଞ୍ଜୟ ସ୍ୱାଇଁ
June 7, 2021
in State
ଏକାମ୍ର ପ୍ରକଳ୍ପ ପାଇଁ ଉପଦେଷ୍ଟା କମିଟି ଗଠନ, ଅଧ୍ୟକ୍ଷ ହେଲେ ସନ୍ତୃପ୍ତ ମିଶ୍ର
50
VIEWS
Share on FacebookShare on Twitter

ଭୁବନେଶ୍ୱ(ବାଘୁଆବାର୍ତ୍ତା): ଏକାମ୍ର କ୍ଷେତ୍ରର ବିକାଶ ପାଇଁ ‘ଏକାମ୍ର’ ଯୋଜନାର ଶୁଭାରମ୍ଭ ହୋଇଛି । ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ଉପଦେଷ୍ଟା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡକ୍ତର ସନ୍ତୃପ୍ତ ମିଶ୍ରଙ୍କୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଲିଙ୍ଗରାଜ ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନତି ପାଇଁ ହୋଇଛି ଏକାମ୍ର ପ୍ରକଳ୍ପ । ଲିଙ୍ଗରାଜ ମନ୍ଦିର ଆଖପାଖର ୮୦ ଏକର ଜମିରେ ବିକାଶମୂଳକ କାର୍ୟ୍ୟ ହେବ । ଏକାମ୍ର ପ୍ରକଳ୍ପ ଜରିଆରେ ବିନ୍ଦୁସାଗରର ବିକାଶ କରାଯିବ । ପ୍ରକଳ୍ପ ଦ୍ୱାରା ଏକାମ୍ର କ୍ଷେତ୍ରରେ ଥିବା ଐତିହ୍ୟ ସଂରକ୍ଷଣ କରାଯିବ । ପୂର୍ବରୁ ଏକାମ୍ର ପ୍ରକଳ୍ପକୁ ରୂପାନ୍ତରଣ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ତ୍ତ ବିଭାଗ ଅଧୀନରେ କାର୍ୟ୍ୟ କରିବ ଏହି ‘ଏକାମ୍ର’ ଯୋଜନା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!