Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦୦ କୋଟିର ସମ୍ପତ୍ତି ଜବତ, ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ

by ସଞ୍ଜୟ ସ୍ୱାଇଁ
April 18, 2024
in Crime, NATIONAL NEWS
୧୦୦ କୋଟିର ସମ୍ପତ୍ତି ଜବତ, ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ
178
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ । ବିଟ୍ କଏନ୍ ସ୍କାମ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ କୁନ୍ଦ୍ରାଙ୍କର ୯୭.୭୯ କୋଟିର ସମ୍ପତ୍ତି ଜବତ କରିଛି । ତେବେ ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ତାଙ୍କର ଜୁହୁ ସ୍ଥିତ ଫ୍ଲାଟ୍ ମଧ୍ୟ ରହିଛି, ଯାହାକି ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିଲା । ପିଏମଏଲଏ ଆକ୍ଟ ଅନୁସାରେ ଇଡି ରାଜ କୁନ୍ଦ୍ରାଙ୍କ ବିରୋଧରେ ଏହି ଆକ୍ସନ ନେଇଛି । ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ରାଜଙ୍କର ଜୁହୁ ସ୍ଥିତ ଫ୍ଲାଟ୍, ପୁଣେର ଏକ ବଙ୍ଗଳା ଏବଂ ତାଙ୍କ ନାମରେ ଥିବା ଇକ୍ୱିଟି ସେୟାର ମଧ୍ୟ ସାମିଲ ଅଛି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ପୋଲିସ, ଦିଲ୍ଲୀ ପୋଲିସର ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରକୁ ଆଧାରକୁ ନେଇ ଇଡି ଏହି ଯାଞ୍ଚ ଆରମ୍ଭ କରିଥିଲା । ଇଡି ଯାଞ୍ଚରୁ ଖୁଲାସା ହେଇଥିଲା ଯେ, ରାଜ କୁନ୍ଦ୍ରା ଏହି ଘୋଟାଲାରେ ମାଷ୍ଟରମାଇଣ୍ଡ ଅମିତ ଭରଦ୍ୱାଜଙ୍କ ପାଖରୁ ୨୮୫ ବିଟ୍ କଏନ୍ ନେଇଥିଲେ । ଏହି ବିଟକଏନ୍ ୟୁକ୍ରେନରେ ଖଣି ଉତ୍ତୋଳନ ନିବେଶ ପାଇଁ ମିଳିଥିଲା । ହେଲେ ସେଭଳି କିଛି ବି ହେଇନଥିଲା, ଆଉ ଏ ବିଟକଏନ୍ ତାଙ୍କରି ପାଖରେ ହିଁ ରହିଥିଲା । ବର୍ତ୍ତମାନ ଏହି ବିଟକଏନର ମୂଲ୍ୟ ପାଖାପାଖି ୧୫୦ କୋଟିରୁ ଅଧିକ ଅଟେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!