Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରତିଯୋଗିତାରେ ଶିକ୍ଷୟତ୍ରୀଙ୍କ କୃତିତ୍ୱ

by ସଞ୍ଜୟ ସ୍ୱାଇଁ
March 24, 2021
in Education, Nayagarh
ପ୍ରତିଯୋଗିତାରେ ଶିକ୍ଷୟତ୍ରୀଙ୍କ କୃତିତ୍ୱ
589
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ବନବିଭାଗ ତରଫରୁ ପରିଚାଳିତ ପରିବେଶ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାରେ ଅନଲାଇନରେ ଅନୁଷ୍ଠିତ ହୋଇଥିବା ଇକୋ କ୍ଲବ ଗଳ୍ପ ଲିଖନ ପତ୍ରିଯୋଗିତାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଶିକ୍ଷୟତ୍ରୀ ପୂର୍ଣ୍ଣିମା ତ୍ରିପାଠି । ସେ ନୟାଗଡ଼ ଜିଲ୍ଲା ଏନଏସି ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ଶିକ୍ଷୟତ୍ରୀ ଅନଲାଇନ ଗଳ୍ପ ଲିଖନ କରି ଜିଲ୍ଲା ଓ ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ଇକୋ କ୍ଲବ୍ ଅନଲାଇନ ଗଳ୍ପ ଲିଖନରେ ପ୍ରଥମ ସ୍ଥାନ ଅକ୍ତିଆର କରି ପୁରଷ୍କୃତ ହୋଇଛନ୍ତି । ପୁରଷ୍କାର ବାବଦରେ ମାନପତ୍ର ଓ ୫ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଶିକ୍ଷୟତ୍ରୀ ତ୍ରିପାଠିଙ୍କ ଏଭଳି କୃତିତ୍ୱ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ବନ ବିଭାଗ ପକ୍ଷରୁ ଫଳାଫଲ ବାହାରି ଥିବା ବେଳେ ଜିଲ୍ଲାରେ ପ୍ରଥମ ସ୍ଥାନରେ ଏନଏସି ହାଇସ୍କୁର ଶିକ୍ଷୟତ୍ରୀ ପୂର୍ଣ୍ଣିମା ତ୍ରିପାଠି ଥିବା ବେଳେ ଦ୍ୱତୀୟ ସ୍ଥାନରେ ନବଘନପୁର ହାଇସ୍କୁଲର ଶିକ୍ଷକ ପ୍ରଦୀପ କୁମାର ସାହୁ ଓ ତୃତୀୟ ସ୍ଥାନରେ ସୋଲପଟା ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ଼ ଗିରିଜା ପ୍ରସାଦ ମହାପାତ୍ର ପୁରଷ୍କୃତ ହୋଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!