Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଳିହା ଗଦାରୁ ଶିଶୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
March 30, 2021
in Health, State
ଅଳିହା ଗଦାରୁ ଶିଶୁ ଉଦ୍ଧାର
644
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ପିଆଜ ଅଖାରେ ଗୁଡାଇ ଅଳିହା ଗଦାରେ ପଡିଥିବା ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । କେହି ଏହାକୁ ଜନ୍ମ କରି ଅଳିହା ଗଦାକୁ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ସୂଚନାନୁସାରେ, ଉମରକୋଟ ବିଦ୍ୟୁତ୍ ଅଫିସ୍ ପଛପାଖେ ଥିବା ଶିକ୍ଷକ କଲୋନୀରୁ ଏକ ଅଳିହା ଗଦାକୁ ସବୁଦିନ ପରି ଜଣେ ମହିଳା ଅଳିହା ପକାଇବାକୁ ଯାଇଥିଲେ । ଅଳିହାରେ ପାଣିଥିବାରୁ, ଯେମିତି ଅଳିହା ଗଦାରେ ପଡିଛି ସେମିତି ଅଳିହା ଗଦାରୁ ଶିଶୁ ପିଲାର କାନ୍ଦ ଶୁଭିଥିଲା । ମହିଳା ଜଣକ ଚମକି ପଡି ସାହି ପଡିଶାଙ୍କୁ ଡାକି ଯାଇ ଦେଖନ୍ତି ତ ଏକ ପିଆଜ ଅଖାରେ ଶିଶୁପତ୍ର ଗୁଡା ହୋଇ ପଡିଛି । ଉକ୍ତ ମହିଳାମାନେ ଶିଶୁପତ୍ରକୁ ଉଦ୍ଧାର କରିଥିଲେ । ଶିଶୁ ପିଲାଟିର ଦେହସାରା ପିମ୍ପୁଡି ଲାଗି ଯାଇଥିଲେ । ସେମାନେ ତୁରନ୍ତ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁ ହସ୍ପିଟାଲରେ ପହଞ୍ôଚବା ପରେ ଶିଶୁ ବିଶେଷଜ୍ଞ ଡ଼ ସନ୍ତୋଷ କୁମାର ପଣ୍ଡା ଶିଶୁଟିକୁ ଚିକିତ୍ସା କରୁଛନ୍ତି । ତେବେ ଶିଶୁର ଅବସ୍ଥାରେ ଉନ୍ନତି ଆସିଥିବା କହିଛନ୍ତି ଡ଼ ପଣ୍ଡା ।
ଉ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!