Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ବନ୍ଧା କୋବି

by ସଞ୍ଜୟ ସ୍ୱାଇଁ
March 7, 2021
in Business, State
ନକଲି ବନ୍ଧା କୋବି
444
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା,(ବାଘୁଆବାର୍ତ୍ତା): ରାଜ୍ୟରେ ନକଲି ସାମଗ୍ରୀକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନକଲି ବନ୍ଧା କୋବି । ଏହି ନକଲି ଠାବ ହୋଇଛି କେନ୍ଦ୍ରାପଡ଼ା ଅଞ୍ଚଳରେ । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ବଜାରକୁ ଜଣେ ବ୍ୟକ୍ତି ପରିବା ନେବାକୁ ଆସିଥିଲେ । ବିଭିନ୍ନ ପ୍ରକାରର ପନି ପରିବା କିଣିବା ସହିତ ବନ୍ଧା କୋବି କିଣି ଘରକୁ ନେଇଥିଲେ । ରାନ୍ଧିବା ପାଇଁ ଘରେ ବନ୍ଧା କୋବି କାଟିଲା ବେଳକୁ କଟିନଥିଲା କି ବନ୍ଧାକୋବିର ପତ୍ର ଟାଣିଲେ ଲମ୍ବି ଯାଉଥିଲା । ତେଣୁ ପରିବାର ଲୋକ ଉକ୍ତ କୋବିକୁ ନିଅାଁରେ ଦେଖାଇଲେ ପ୍ଲାଷ୍ଟିକ ସ୍ମେଲ ହେବା ସହିତ ତରଳି ଯାଇଥିଲା । ଯାହାକି ଏହି ଘଟଣା ଉକ୍ତ ପରିବାରକୁ ଆଶ୍ଚମ୍ବିତ କରିଥିଲା । ତେବେ ରାମନଗର ବଜାରରେ ନକଲି ବନ୍ଧା କୋବି ବିକ୍ରି ହେଉଥିବା ଘଟଣା ପ୍ରଘଟ ହୋଇଥିଲା ଯାହା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!