Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ସର୍ଫ କାରଖାନା ଠାବ

by ସଞ୍ଜୟ ସ୍ୱାଇଁ
January 16, 2021
in Nayagarh
ନକଲି ସର୍ଫ କାରଖାନା ଠାବ
247
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବା ର୍ା): ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ କଟକ ଗନ୍ତାଘର ପାଲଟିଥିବା ବେଳେ, ଆଜି ଆଉ ଏକ ସହର ସାମିଲ୍ ହୋଇଛି । ଯେଉଁଠି କି ନକଲି ସର୍ଫ ତିଆରି ହେଉଥିବା ଜଣାପଡ଼ିବା ପରେ ପୁଲିସ୍ ଠାବ କରିଛି ଏବଂ ୨୫ହଜାର ପ୍ୟାକେଟ୍ ସର୍ଫ ଜବତ କରିବା ସହିତ ଜଣେ ବ୍ୟକ୍ତିକୁ ଗିରଫ୍ କରିଛି । ମିଳିଥିବା ସୂଚନାନୁସାରେ, କଟକ ସହରର ଉପକଣ୍ଠରେ ବିଭିନ୍ନ ପ୍ରକାରର ନକଲି ସାମଗ୍ରୀର ତିଆରି କରାଯାଇ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ସମ୍ବଲପୁର ପୋଲିସ୍ ନକଲି ସର୍ଫ ତିଆରି କରୁଥିବା ଆଶିଷ ଅଗ୍ରୱାଲଙ୍କ କାରଖାନାରେ ଚଢ଼ାଉ କରିଥିଲା । ସେଠାରେ ତିଆରି ହେଉଥିବା ସର୍ଫ ଟେଷ୍ଟ ହେବା ପରେ ନକଲି ଜଣାପଡିବାରୁ, ସେଠାରେ ଥିବା ୨୩୯ବ୍ୟାଗ୍ରେ ଥିବା ୨୫ହଜାର ପ୍ୟାକେଟ୍ ସର୍ଫକୁ ଜବତ କରି ଟେଷ୍ଟ ପାଇଁ ପୁଲିସ୍ ପଠାଇବ । ହିନ୍ଦୁସ୍ଥାନ ଲିବରର ସର୍ଫ ଏକ୍ସସେଲ୍ ବ୍ରାଣ୍ଡିଂ ପ୍ୟାକେଟ୍ରେ ନିମ୍ନମାନର ସର୍ଫ ଭ ିର୍ କରି ବିକ୍ରି କରାଯାଉଥିଲା । ଏହାସବୁ ଜବତ କରିବା ସହିତ ଜଣେ ବ୍ୟକ୍ତିକୁ ଗିରଫ୍ କରିଛି ପୋଲିସ୍ । ତେବେ ଘଟଣାସ୍ଥଳରେ ସମ୍ବଲପୁର ଅତିରିକ୍ତ ଆରକ୍ଷି ଅଧିକ୍ଷକ, ଖେତରାଜପୁର ଥାନା ଅଧିକାରୀ ଓ ଅଇଁଠାପାଲି ଥାନା ଅଧିକାରୀଙ୍କ ସହତି ଅନ୍ୟ ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!