Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ନେତ୍ରୀକୁ ଉଠାଇ ନେଲା ପୁଲିସ

by ସଞ୍ଜୟ ସ୍ୱାଇଁ
February 19, 2021
in Feature News
ବିଜେପି ନେତ୍ରୀକୁ ଉଠାଇ ନେଲା ପୁଲିସ
366
VIEWS
Share on FacebookShare on Twitter

କୋଲକାତା,(ବାଘୁଆବାର୍ତ୍ତା): କାର ଭିତରେ ବସି ଡ୍ରଗ୍ସ ନେଉଥିବା ବେଳେ ଜଣେ ମହିଳାଙ୍କୁ ଉଠାଇବା ସହିତ ତା’ଙ୍କ ବନ୍ଧୁଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିବା ଜଣାପଡିଛି । ମହିଳା ଜଣକ ଭାରତୀ ଜନତା ପାର୍ଟି(ବିଜେପି)ର ନାରୀ ନେତ୍ରୀ ବୋଲି ଜଣାପଡିଛି । ସୂଚନାନୁସାରେ, ପଶ୍ଚିମବଙ୍ଗ ରାଜ୍ୟ ପିଜେପିର ଯୁବା ନେତ୍ରୀ ପାମେଲା ଗୋସ୍ୱାମୀ ଓ ତାଙ୍କର ସହଯୋଗୀ ପ୍ରବୀର କୁମାର ଦେଙ୍କ ମଧ୍ୟରେ ବନ୍ଧୁତା ରହିଛି । ତେବେ ଦୀର୍ଘଦିନ ହେଲା ସେମାନେ ଡ୍ରଗ୍ସ କାରବାର କରୁଥିବା ଓ ଡ୍ରଗ୍ସ ନେଉଥିବା ଭଳି ଅଭିଯୋଗ ପୁଲିସ ପାଖରେ ହେଉଥିଲା । ଯେଉଁଥିପାଇଁ ପୁଲିସ ଏମାନଙ୍କ ଉପରେ ନଜର ରଖିଥିଲା । ତେବେ ଆଜି ବିଜେପି ଯୁବା ନେତ୍ରୀ ଓ ସହଯୋଗୀ ଏକ କାରରେ ଆସୁଥିବା ବେଳେ ପୁଲିସ ଅଟକାଇ ଛାନଭିନ୍ କରିଥିଲା । ତେବେ ବିଜେପି ନେତ୍ରୀଙ୍କ ବ୍ୟାଗରୁ ୧୦୦ଗ୍ରାମର ଡ୍ରଗ୍ସ, ୫ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଥିଲା ପୁଲିସ । ତେବେ ବିଜେପି ନେତ୍ରୀ ଓ ସହଯୋଗୀଙ୍କୁ ପୁଲିସ ଗିରଫ୍ କରିଥିବା ବେଳେ ଶନିବାର ଦିନ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି । ତେବେ ବିଜେପି ନେତ୍ରୀଙ୍କ ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!