Sunday, May 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫଟୋ ଉଠାଇବା ବେଳେ ଡ୍ୟାମରେ ଚାଲିଗଲା ଜୀବନ

by ସଞ୍ଜୟ ସ୍ୱାଇଁ
July 8, 2021
in State
ଫଟୋ ଉଠାଇବା ବେଳେ ଡ୍ୟାମରେ ଚାଲିଗଲା ଜୀବନ
188
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଫଟୋ ଉଠାଇବା କାଳ ହେଲା ଡ୍ୟମରେ ଜଣେ ନାବାଳକ ବୁଡିଗଲେ ।ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ମଙ୍ଗଳା ଜେନା ଙ୍କର ପୁଅ ରମାକାନ୍ତ ଏବଂ ତାଙ୍କ ଗ୍ରାମ ର ୨ ଜଣ ସାଙ୍ଗ ସହିତ ଖଇରା ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ପାଇଁ ଯାଇଥିଲେ ଏହି ସମୟରେ ଫଟୋ ଉତ୍ତୋଳନ କରିବା ସମୟରେ ରମାକାନ୍ତଙ୍କର ଗୋଡ଼ ଖସିଯାଇଥିଲା ଫଳରେ ପ୍ରଖର ସ୍ରୋତରେ ରମାକାନ୍ତ ଭାସି ଯାଇଥିଲେ । ସାଙ୍ଗ ମାନେ ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଧୀବର ମାନେ ପହଁଚି ରମାକାନ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବ୍ୟକ୍ତିଗତ ଗାଡ଼ିରେ ରମାକାନ୍ତଙ୍କୁ ଖଇରା ମେଡ଼ିକାଲକୁ ଆଣିଥିଲେ । ମେଡ଼ିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

May 10, 2026
ବାଲିଅନ୍ତାରେ ଯୁବକକୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣା:ଡିଜିପିଙ୍କୁ ମୁଖ୍ଯମନ୍ତ୍ରୀଙ୍କ କଡ଼ା ତାଗିଦ୍

ବାଲିଅନ୍ତାରେ ଯୁବକକୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣା:ଡିଜିପିଙ୍କୁ ମୁଖ୍ଯମନ୍ତ୍ରୀଙ୍କ କଡ଼ା ତାଗିଦ୍

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

May 10, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍

May 9, 2026
ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି

ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି

May 9, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!