Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡାଇରେକ୍ଟ ସେଲିଂ କଂପାନୀ ଉପରେ ସରକାରଙ୍କ ନଜର:ବଦଳିପାରେ ବିଜିନେସ୍ ରୋଡ୍ ମଡେଲ

by ସଞ୍ଜୟ ସ୍ୱାଇଁ
July 6, 2021
in Business
56
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କିଛିଦିନ ତଳେ ଇ-କମର୍ସ କଂପାନୀ ଉପରେ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ନେଇଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନଜର ଜାଇ ଡାଇରେକ୍ଟ ସେଲିଂ କଂପାନୀ ଉପରେ ପଡିଛି । ଡାଇରେକ୍ଟ ସେଲିଂ କଂପାନୀରେ ଉପରେ କଡା ନିୟମ ଲାଗୁ କରିବାକୁ ଯାଉଛନ୍ତି । ତତ୍ ସହିତ ଡାଇରେକ୍ଟ ସେଲିଂର ରୋଡ ମଡେଲ ମଧ୍ୟ ବଦଳାଇବା ପାରନ୍ତି ବୋଲି ସୂଚନା ମିଳିଛି । ଗ୍ରାହାକମାନଙ୍କୁ ଡାଇରେକ୍ଟ ବିକ୍ରି କରୁଥିବା ଆମୱେ ଓ ଟପରୱେୟର ଭଳି ବଡ଼ ଡାଇରେକ୍ଟ ସେଲିଂ କଂପାନୀମାନେ ଏଣୀକି ଗ୍ରାହାକଙ୍କ ବହୁସ୍ତରୀୟ ନେଟୱର୍କ ଅର୍ଥାତ୍ ଚେନଂ ସିଷ୍ଟମରେ କାମ କରିବାକୁ ଅନୁମତି ମିଳିବନାହିଁ । ସରକାର ଏମିତି କମ୍ପାନୀମାନଙ୍କ ନିୟମ ଓ ଗ୍ରାହକଙ୍କ ହିତ ରକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ ଜାରି କରିଛନ୍ତି । ପ୍ରଥମ ଥର କେନ୍ଦ୍ରୀୟ ଉପଭୋକ୍ତା ମାମଲାରେ ମନ୍ତ୍ରାଳୟ ଉପଭୋକ୍ତା ସଂରକ୍ଷଣ ନିୟମ ୨୦୨୧ ପ୍ରସ୍ତୁତ ହୋଇଛି । ଏହା ପୂର୍ବରୁ ମନ୍ତ୍ରାଳୟ ୨୦୧୬ରେ ଏହି କମ୍ପାନୀମାନଙ୍କ ପାଇଁ ଦିଶାନିର୍ଦ୍ଦେଶ ଜାରି କରିଥିଲେ । ଏହି ଦିଶାନିର୍ଦ୍ଦେଶ ପରାମର୍ଶ ରୂପେ ଥିଲା । ତେବେ ସେହି ନିୟମ ଅନୁସାରେ ଗ୍ରାହକଙ୍କୁ ସିଧା ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀଙ୍କୁ ଗ୍ରାହକଙ୍କୁ ବହୁସ୍ତରୀୟ ନେଟୱର୍କ ଯୋଜନା ତଥା ଜଣଙ୍କଠୁ ପଇସା ନେଇ ଅନ୍ୟ ଜଣଙ୍କୁ ଦେବା ଯୋଜନାକୁ ପ୍ରୋତ୍ସାହନ ଦେବା ଉପରେ କଟକଣା ଲାଗିପାରିବ । ଅର୍ଥାତ୍ ନିୟମକୁ ଭବିଷ୍ୟତରେ ବଦଳାଇହେବା ସମ୍ଭାବନା ନେଇ ପ୍ରସ୍ତୁତ ହୋଇଥିଲା । ତେବେ ଆଗକୁ କଣ ହେବ ଏବଂ କେଉଁ କେଉଁ ନିୟମ ପରିବର୍ତ୍ତନ ହେବ ତାହା ୨ ୧ ଜୁଲାଇରେ ଜଣାପଡିବ । ଏନେଇ ଏବେ ଆଲୋଚନା ଜାରି ରହିଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!