Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁରକ୍ଷିତ ପାନୀୟ ଜଳ ବିଶୁଦ୍ଧିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ, ସାମ୍ବାଦିକ ଙ୍କୁ ଅଣଦେଖା

by ସଞ୍ଜୟ ସ୍ୱାଇଁ
April 5, 2025
in Nayagarh, State
ସୁରକ୍ଷିତ ପାନୀୟ ଜଳ ବିଶୁଦ୍ଧିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ, ସାମ୍ବାଦିକ ଙ୍କୁ ଅଣଦେଖା
252
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଆଜି ଦଶପଲ୍ଲା ବ୍ଲକ ଦୁଡ଼ା ପଂଚାୟତର ବାଇଝରୀ ଗ୍ରାମ ନିକଟରେ ଅନ୍ଵେଷା ଅଧ୍ୟୟନ ଷ୍ଟାଟେଜିକର ବୈଷୟିକ ସହାୟତାରେ ନୟାଗଡ଼ ବନଖଣ୍ଡ ନୟାଗଡ଼ର ଆର୍ଥିକ ସହାୟତାରେ ଏକ ସୁରକ୍ଷିତ ପାନୀୟ ଜଳ ବିଶୁଦ୍ଧିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ହାତରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ,ଏବିଡ଼ିଓ ସାରଦା ପ୍ରସନ୍ନ ମହାନ୍ତି, ଟାକରା ସେକ୍ସନ ବନପାଳ ରାକେଶ କୁମାର ସାହୁ, ଭାରପ୍ରାପ୍ତ ବନାଅଂଚଳ ଅଧିକାରୀ ସୁମନ ମାଝୀ ଉପସ୍ଥିତ ହୋଇ ପ୍ରକଳ୍ପ କୁ ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲାର କିଛି ସାମ୍ବାଦିକ ଙ୍କୁ ଡକାଯାଇଥିବା ବେଳେ ଅନ୍ୟ କାହାକୁ ଅବଗତ କରାଯାଇନଥିଲା। ଏପଟେ ଟାକରା ସେକ୍ସନ ଅଂଚଳରେ ଥିବା ବଣ ପାହାଡ଼ ଘୁଘୁ ହୋଇ ଜଳୁ ଥିବାବେଳେ କାଳେ ସାମ୍ବାଦିକଙ୍କ ନଜର କୁ ଆସିଯିବ ତେଣୁ ସାମ୍ବାଦିକ ଙ୍କୁ ଏଥିରୁ ଦୁରେଇ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କୁ ଡାକି ନଥିବା ସାଧାରଣରେ ଚର୍ଚ୍ଚା ହେଉଅଛି ।ସମ୍ପୃକ୍ତ ବନପାଳ ଅତୀତରେ ଅନେକ ଜଙ୍ଗଲ ସମସ୍ୟାରେ ଜଡ଼ିତ ଥିବାବେଳେ ସଞ୍ଜ ହେଲେ ଦଶପଲ୍ଲା ମୁଁହା ହୋଇଥିବା ଚର୍ଚ୍ଚା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!