Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସହଦେବ ନାୟକ ହତ୍ୟାକାଣ୍ଡ : ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ହେବ ଡିଏନଏ ଟେଷ୍ଟ

by ସଞ୍ଜୟ ସ୍ୱାଇଁ
January 14, 2025
in Crime, State
ସହଦେବ ନାୟକ ହତ୍ୟାକାଣ୍ଡ : ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ହେବ ଡିଏନଏ ଟେଷ୍ଟ
136
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା) : ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକ ହତ୍ୟା ଘଟଣାରେ ସଂଗୃହିତ ରକ୍ତର ହେବ ଡିଏନଏ ଟେଷ୍ଟ । ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ଡିଏନଏ ପରୀକ୍ଷା କରାଯିବ । ନମୁନାକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି । ଘଟଣାସ୍ଥଳରୁ ମିଳିଥିବା ରକ୍ତ ଛିଟା ଓ ଅଭିଯୁକ୍ତଙ୍କ କପଡାରୁ ମିଳିଥିବା ନମୁନାକୁ ମେଳ କରାଯିବ । ଏ ନେଇ ସୂଚନା ଦେଇଛି କମିଶନରେଟ ପୋଲିସ । ୫୫ଟି କ୍ୟାମେରା ଯାଞ୍ଚ ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ଼ । କେଦାରପଲ୍ଲୀ ବସ୍ତିର ସହଦେଵ ନାୟକ ସଫେଇ ସଂଘ ର ନେତୃତ୍ୱ ନେଉଥିଲେ। ବ୍ୟକ୍ତିଗତ ଶତ୍ରୁତା ଓ ବ୍ରାଉନସୁଗର କାରବାର ପାଇଁ ତାଙ୍କର ହତ୍ୟା କରାଯାଇଥିବା ପୂର୍ବରୁ ସୂଚନା ଦେଇଥିଲା ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!