Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାନସିକ ରଖିଥିଲେ ମହିଳା ଡିଏମକେ ଜିତିଲେ, ଜିଭ କାଟି ମନ୍ଦିରରେ ସମର୍ପଣ କଲେ

by ସଞ୍ଜୟ ସ୍ୱାଇଁ
May 3, 2021
in NATIONAL NEWS
ମାନସିକ ରଖିଥିଲେ ମହିଳା ଡିଏମକେ ଜିତିଲେ, ଜିଭ କାଟି ମନ୍ଦିରରେ ସମର୍ପଣ କଲେ
166
VIEWS
Share on FacebookShare on Twitter

ଚେନ୍ନାଇ (ବାଘୁଆବାର୍ତ୍ତା): ନିର୍ବାଚନରେ ନିଜ ପସନ୍ଦର ଦଳର ବିଜୟ ପାଇଁ ଜଣେ ମହିଳା ରଖିଥିବା ଅଜବ ମାନସିକକୁ ପୂରଣ କରିଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନରେ ଯଦି ଡିଏମକେ ଜିତିବ, ତା’ହେଲେ ସେ ଜିଭ କାଟି ଏହାକୁ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବେ ବୋଲି ପ୍ରତିଜ୍ଞା କରିଥିଲେ । ଏବେ ଡିଏମକେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବାରୁ ପ୍ରତିଜ୍ଞା ମୁତାବକ ମହିଳା ଜଣଙ୍କ ତାମିଲନାଡୁର ଗୋଟିଏ ମନ୍ଦିର ଆଗରେ ଜିଭ କାଟି ଦେଇଛନ୍ତି । ଏହାକୁ ସେ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ ମଧ୍ୟ କରିଛନ୍ତି । ୩୨ ବର୍ଷୀୟ ବନିତାଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ଡିଏମଷକର ଜଣେ ଫାନ । ଦଳ ୧୦ ବର୍ଷ ହେଲା କ୍ଷମତାଠାରୁ ଦୂରରେ ରହିଥିବାରୁ ସେ ବିଜୟ ପାଇଁ ଭଗବାନଙ୍କ ନିକଟରେ ମାନସିକ ରଖିଥିଲେ । ଭଗବାନ ୨୦୨୧ ରେ ତାଙ୍କ ମନ କଥା ବୁଝି ଡିଏମକେକୁ ଜିତାଇଥିବାରୁ ସେ ଏଭଳି କାଣ୍ଡ କରିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!