Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିସ୍‌କସ୍‌ ଥ୍ରୋ ଫାଇନାଲ୍‌ ମଇଦାନକୁ ଓହ୍ଳାଇବେ କମଲପ୍ରୀତ୍

by ସଞ୍ଜୟ ସ୍ୱାଇଁ
August 2, 2021
in NATIONAL NEWS, Sports
ଡିସ୍‌କସ୍‌ ଥ୍ରୋ ଫାଇନାଲ୍‌ ମଇଦାନକୁ ଓହ୍ଳାଇବେ କମଲପ୍ରୀତ୍
76
VIEWS
Share on FacebookShare on Twitter

ନୂଆଦିଲ୍ଳୀ, (ବାଘୁଆବାର୍ତ୍ତା): ଆଜି ଟୋକିଓ ଅଲିମ୍ପିକ୍ସ ଏକାଦଶ ଦିବସ। ସୋମବାର ଦିନ ମହିଳା ବର୍ଗ ଡିସ୍‌କସ୍‌ ଥ୍ରୋ ଫାଇନାଲ୍‌ ରହିଛି । କମଲପ୍ରୀତ କୌରଙ୍କ ଅପରାହ୍ନ ୪ଟା ୩୦ରେ ମଇଦାନକୁ ଓହ୍ଲାଇବେ। ଭାରତର କମଲପ୍ରୀତ କୌର ଯୋଗ୍ୟତା ରାଉଣ୍ଡରେ ୬୪ମିଟର ଡିସ୍‌କସ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଆଜି ଭାରତ ପାଇଁ ଐତିହାସିକ ସଫଳତା ଅର୍ଜନ କରିବାର ସୁଯୋଗ ରହିଛି । ଆଜି ପର୍ୟ୍ୟନ୍ତ ଫିଲ୍ଡ ଇଭେଣ୍ଟରେ କୌଣସି ଭାରତୀୟ ପଦକ ଜିତି ନାହାନ୍ତି । କମଲପ୍ରୀତ ଏହି ଖାଲି ସ୍ଥାନ ପୂରଣ କରିବାର କ୍ଷମତା ରଖିଛନ୍ତି । ଅନ୍ତର୍ଜାତୀୟ ଷ୍ଟାର୍‌ମାନଙ୍କ ମଧ୍ୟରେ ଭାରତୀୟମାନେ ମଧ୍ୟ ନିଜ ନିଜର କ୍ୟାରିୟର୍‌ରେ କିଛି ସ୍ମରଣୀୟ ଫର୍ଦ୍ଦ ଯୋଡିବାକୁ ପ୍ରୟାସ କରିବେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!