ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶାର ପ୍ରଖ୍ୟାତ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ହେବ କ୍ୟାନସର୍ ରୋଗରେ ପୀଡ଼ିତ ଥିଲେ । ଦୀପା ଓଡ଼ିଆ ଆଲବମ୍ ଜବତ ଏବଂ ଓଡ଼ିଆ ସିନେମା ଜଗତରେ ଅନେକ ଅଭିନୟ କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି ।





