Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀ ଛାଡନି, ମିଳିବ ସବୁ ସୁବିଧା

by ସଞ୍ଜୟ ସ୍ୱାଇଁ
April 22, 2021
in NATIONAL NEWS, State
ରାଜଧାନୀ ଛାଡନି, ମିଳିବ ସବୁ ସୁବିଧା
143
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢୁଥିବା ଦେଖି ବିଭିନ୍ନ ସ୍ଥାନାରେ ଲକଡାଉନ, କର୍ଫ୍ୟୁ ଆଦି ଲାଗୁ ହୋଇଛି । ତେଣୁ ଜୀବିକା କଥା ଚିନ୍ତା ନକରି ସମସ୍ତେ ଏବେ ଜୀବନ ଭୟରେ ନିଜ ନିଜ ଗାଁ ମୁହାଁ ହେଉଛନ୍ତି । ମୁଖ୍ୟତଃ ପ୍ରବାସୀ ଶ୍ରମିକ ଗାଁମୁହାଁ ହେଲେଣି । ଏଥିପାଇଁ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ପ୍ରବଳ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଫଳରେ ମହାମାରୀ ଅଧିକ ବ୍ୟାପିବାରେ ଭୟ ସୃଷ୍ଟି ହେଲାଣି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀ ଦିଲ୍ଲୀ ନ ଛାଡିବାକୁ ପ୍ରବାସୀ ଶ୍ରମିକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଲକଡାଉନ ବେଳେ ଦିଲ୍ଲୀ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସମସ୍ତ ଶ୍ରମିକଙ୍କର ଯତ୍ନ ନିଆଯିବ ବୋଲି କେଜ୍ରିୱାଲ ପ୍ରତିଶୃତି ଦେଇଛନ୍ତି । ଏମିତିକି ଯେଉଁ ଶ୍ରମିକମାନେ ରହିବେ ସେମାନଙ୍କୁ ୫୦୦୦ ଟଙ୍କା ସହାୟତା ଯୋଗାଇଦେବେ ବୋଲି ଦିଲ୍ଲୀ ସରକାର ମଙ୍ଗଳବାର ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!