Monday, May 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିକାଶ ବନାମ ବିଶ୍ୱାସଘାତ

by ସଞ୍ଜୟ ସ୍ୱାଇଁ
September 21, 2018
in Video
75
VIEWS
Share on FacebookShare on Twitter

ରାଜ୍ୟରେ ମୋଦି-କପିଲ ଲଢେଇ: ନିର୍ବାଚନୀ ଇସ୍ତାହାର ଭୂଆଁ: ମହାନଦୀ ପାଇଁ ମିଛ

ଭୁବନେଶ୍ୱର (ସଞ୍ଜୟ କୁମାର ସ୍ୱାଇଁ): ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଜନକଲ୍ୟାଣ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୪ବର୍ଷର ବିକାଶର ତାଲିକା ଦେଶବାସୀଙ୍କ ସମ୍ମୁଖରେ ରଖଥି ôବା ବେଳେ କଂଗେସ୍ର ର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଦିବସକୁ ବିଶ୍ୱାସଘାତ ଦିବସ ରୂପେ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କଟକରେ ମୋଦି ଦେଢଘଣ୍ଟା
ଅଭିଭାଷଣରେ ୪ବର୍ଷର ସଫଳତା ଗାନ କରିଥିବା ବେଳେ ଭୁବନେଶ୍ୱରରେ ପୂର୍ବତନ ଆଇନମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଏହାକୁ ଖଣ୍ଡନ କରି ବିଶ୍ୱାସଘାତ ଦିବସ ରୂପେ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରକୃତ ପକ୍ଷରେ ଉପା ସରକାର ଓ ବର୍ତ୍ତମାନର ମୋଦି ସରକାର ରାଜ୍ୟ ପାଇଁ କେତେ ସଫଳତା ଆଣିଛନ୍ତି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷର ୁ ଉଭୟ ଦଳଙ୍କ ୁ ସମାଲୋଚନା କରାଯାଇଛି । ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟ ପାଇଁ କେହି ସହାୟ ହୋଇନାହାନ୍ତି ବୋଲି ବିଜୁଜନତା ଦଳ ପକ୍ଷରୁ କୁହାଯାଇଛି । କୌଣସିଟି ଦଳ ନିର୍ବାଚନ ଇସ୍ତାହାର ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଅବହେଳା ପ୍ରଦର୍ଶନ କରାଯାଇଛି ।

ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଜନକଲ୍ୟାଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୪ବର୍ଷର ଶାସନରେ କୁ ଶାସନରୁ ସୁଶାସନ, କଳାଧନରୁ ଜନଧନ, ସ୍ଥାଣୁତାରୁ ବିକାଶ, ଜନପଥରେ ନୁହେଁ ଜନମତରେ, ନିରାଶାରୁ ଆଶା, ସବ୍କା ସାଥ୍ ସବ୍କା ବିକାଶ୍ ଓ ଦୁର୍ନୀ ତ ି ଓ ଭଷ୍ଟ୍ର ।ଚାର ବେି ରାଧରେ ଏ ସରକାର ଲଢେଇ ଜୋରଦାର୍ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି । ୪ଜଣ ମଖୁ ୍ୟମନ୍ତ୍ରୀ ଜେଲ୍େ ର ରହବି । ୪ବର୍ଷରେ ୧୮ହଜାର ଗାଁକୁ ବିଦ୍ୟୁତ ସଂଯୋଗ, ଦେଶରେ ୮୦% ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ୨୦୧୪ ମସିହାରେ ୬କୋଟି ଲୋକ ସ୍ୱଚ୍ଛଭାରତରେ ଉପକୃତ ହୋଇଥିବା ବେଳେ ଏହି ୪ବର୍ଷରେ ସାଢେ୭କୋଟି ଲୋକଉପକୃତ ହେବା, ଦେଶରେ ୨ଲକ୍ଷ୩୬ହଜାର କମ୍ପାନୀ ବନ୍ଦ ରହିବା, ଦରଦାମ୍ ଆୟତ୍ତ କରିବା, ନକ୍ସଲ ସମସ୍ୟା ସମାଧାନ ଓ ପ୍ରତିବଦ୍ଧତାର ସରକାର ଆମେ ଦେଇ ଚାଲିଛୁ ବୋଲି ମୋଦି ଉଦ୍ବୋଧନ ଦେଇଥିଲେ । ସର୍ଜିକାଲ ଷ୍ଟ୍ରାଇକ୍ ହେଉଛି ଦେଶ ପାଇଁ ଏକ ବଡ଼ ସଫଳତା । ସଡ଼କ ବିଜୁଳି, ଗ୍ୟାସ ସଂଯୋଗ ବହୁତ ଅଗ୍ରଗତୀ ଦେଶରେ ଘଟିଛି । ପୂର୍ବରୁ ୭୫ଟି ବିମାନବନ୍ଦର ଦେଶରେ ଥିବା ବେଳେ ଏହି ୪ବର୍ଷରେ ଆଉ ୨୫ଟି ବିମାନ ବନ୍ଦର ନିର୍ମାଣ କରାଯାଇଛି । ଜମ୍ମୁ-କାଶ୍ମୀର ଅଞ୍ଚଳରେ ୧୪କ.ି ମରି ସଡୁ ଙ୍ଗ ରାସ୍ତା ନିର୍ମାଣ କରାଯାଇଛି । ଅନେକ ବେନାମୀ ସମ୍ପତ୍ତି ଜବତ୍ କରାଯାଇଛି । ଏହିପରି ଦେଢଘଣ୍ଟାର ଅଭିଭାଷଣ ମୋଦି ନିଜ କର୍ମୀମାନଙ୍କ ପାଖରେ ରଖଥି େô ଲ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ମୋଦି ସରକାରଙ୍କୁ ପରିହାସ କରି ସବୁ ବିଷୟରେ କେନ୍ଦ୍ରର ଏନଡିଏ ସରକାର ଫେଲ୍ ବୋଲି କହିଛନ୍ତି । ସରକାରଙ୍କୁ କଠୋର ସମାଲୋଚନା କର ି ରାହଲୁ ୍ କହଛି ନ୍ତି ଯେ, କେବଳ ଦୁଇଟି ବିଷୟ ସ୍ଲୋଗାନ ତିଆରି ଓ ନିଜସ୍ୱ ପ୍ରଚାରରେ ମୋଦି ସରକାର ପ୍ରଥମ ସ୍ଥାନ ଅଧତ୍କ ।ର କରଛି ।ି ରୋଜଗାର ସୃଷ୍ଟି, କୃଷି, ତୈଳଦର ନିୟନ୍ତ୍ରଣ ଓ ବିଦେଶ ନୀତିରେ ମୋଦି ସରକାର ଫେଲ୍ ହୋଇଛନ୍ତି ବୋଲି ରାହୁଲ୍ କହିଛନ୍ତି । ଆଜିର ଦିନକୁ ବିଶ୍ୱାସଘାତ ଦିବସ ରୂପେ ବିଭିନ୍ନ ରାଜ୍ୟରେ କଂଗ୍ରେସ ପାଳନ କରିବ ।

Leave a Reply Cancel reply

Your email address will not be published. Required fields are marked *

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026
ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

May 21, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!