Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ କଲ୍ୟାଣ ସମିତି ମାଧ୍ୟମରେ ନନ୍ଦପୁରା ଏବଂ ଘୋଡାଖୁଣ୍ଟା ପଞ୍ଚାୟତ ରେ କରୋନା ସଚେତନତା ଅଭିଯାନ କାର୍ୟ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
July 10, 2021
in Planning and Development, State
ଗାଁ କଲ୍ୟାଣ ସମିତି ମାଧ୍ୟମରେ ନନ୍ଦପୁରା ଏବଂ ଘୋଡାଖୁଣ୍ଟା ପଞ୍ଚାୟତ ରେ କରୋନା ସଚେତନତା ଅଭିଯାନ କାର୍ୟ୍ୟକ୍ରମ
71
VIEWS
Share on FacebookShare on Twitter

ନବରଙ୍ଗପୁର -ଓଡିଶାରାଜ୍ୟ ରୁ ମହାମାରୀ କରୋନା କୁ ବିଲୁପ୍ତ କରିବା ନେଇ ରାଜ୍ୟସରକାରଙ୍କ ଗାଁ କଲ୍ୟାଣ ସମିତି ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ କାର୍ୟ୍ୟକ୍ରମ ଚାଲିଛି । ଏ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅନ୍ତର୍ଗତ ନନ୍ଦପୁରା ଓ ଘୋଡାଖୁଣ୍ଟା ପଞ୍ଚାୟତରେ । ଅଙ୍ଗନବାଡି ଦିଦିମାନେ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା ରାଲି ର ଆୟୋଜନ କରି ଗାଁ ଗହଳିର ଲୋକଙ୍କୁ ସଚେତନ କରିଥିଲେ। ଆଜି ନନ୍ଦପୁରା ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ବାହାରି ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ମେଗାଫୋନ ଜରିଆରେ ଦେଇଥିଲେ ଏବଂ ରାଲି ପରେ ମାଆମାନଙ୍କୁ ହାତ ଧୂଆପଦ୍ଧତି କେମିତି କରିବେ ତାହା ସର୍ବ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ସରକାର ଙ୍କ ପକ୍ଷରୁ ଦିଆଯାଉଥିବା କରୋନା ପ୍ରତିଷେଧ ଟୀକା ସମସ୍ତେ ନେବାକୁ ଅଙ୍ଗନବାଡି ଦିଦି ମାନେ ଜନସାଧାରଣ ଙ୍କୁ ଅନୁରୋଧ କରିବା ସହ ଜନସାଧାରଣଙ୍କୁ ମାକ୍ସ ସଦାସର୍ବଦା ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ମାଗଣାରେ ମାକ୍ସ ବଣ୍ଟନ କରିଥିଲା । ଏଅବସର ରେ ନନ୍ଦପୁରା ପଞ୍ଚାୟତର ନନ୍ଦପୁରା, ମେଞ୍ଜର ଏବଂ ଘୋଡାଖୁଣ୍ଟା ପଞ୍ଚାୟତ ରୋ ଘୋଡାଖୁଣ୍ଟା ଅଙ୍ଗନବାଡି ମାନେ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!