Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ଶିକ୍ଷକଙ୍କ କବଜାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ

by ସଞ୍ଜୟ ସ୍ୱାଇଁ
October 1, 2021
in Feature News
୫ ଶିକ୍ଷକଙ୍କ କବଜାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ
821
VIEWS
Share on FacebookShare on Twitter

ପ୍ରତିମୂର୍ତ୍ତୀ ବସାଇବାକୁ କିଏ ଦେଲା ଅନୁମତି

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବେ ମାତ୍ର ୫ ଜଣ ଶିକ୍ଷକଙ୍କ କବଜାକୁ ଚାଲି ଯାଇଥିବା ଦୁଇ ଦିନ ଧରି ଜିଲ୍ଲାର ପ୍ରମୂଖ ଶିକ୍ଷକ ସଂଗଠନରେ ଆଲୋଚନା ଜୋର ଧରିଛି । ଏହି ଶିକ୍ଷକମାନଙ୍କୁ ପ୍ରତିମୂର୍ତ୍ତୀ ବସାଇବାକୁ ଅନୁମତି କିଏ ଦେଇଛି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାର ଏକ ପ୍ରମୂଖ କାର୍ଯ୍ୟାଳୟରେ ଏଭଳି ମନଇଚ୍ଛା କାରବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ହୋଇଛି, ନାଁ ଏହା ପଛରେ କାହାର ଚାପ ରହିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିନା ସରକାରୀ ଅନୁମୋଦନ ଏବଂ ବିନା ପ୍ରୋତ୍ସାହନରେ କିଭଳି ଏକ ସରକାରୀ କାର୍ଯ୍ୟାଳୟରେ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଉଛି ତାହା ବିସ୍ମୟ ଜନକ ପରିସ୍ଥିତି ସୃଷ୍ଟି କରିଛି । କୈାଣସି ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଦ୍ୱାରା ଏହି କାର୍ଯ୍ୟ କରାଯାଇ ପାରିଥାନ୍ତା । ମାତ୍ର କିଛି ଶିକ୍ଷକ ନିଜର ପାର୍ଦୁଭାବକୁ ବିସ୍ତାର କରିବା ପାଇଁ ଏଭଳି ଏକ ସାଂଘାତିକ ଷଡ଼ଯନ୍ତ୍ର ରଚନା କରିଥିବା ଆଲୋଚନା ହେଉଛି । ଏହି ୫ ଶିକ୍ଷକଙ୍କ ମଧ୍ୟରୁ ଅନେକ ଶିକ୍ଷାଦାନଠାରୁ ନିଜକୁ ଦୂରେଇ ରଖି ରାଜନୀତିରେ ମାତିଥିବା ଆଲୋଚନା ହେଉଛି । ବାସ୍ତବରେ ଏମାନେ ପ୍ରତିମୂର୍ତ୍ତୀ ଆଳରେ ନିଜର ଭାବମୂର୍ତ୍ତୀ ସଜାଡ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!