Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

by ସଞ୍ଜୟ ସ୍ୱାଇଁ
April 27, 2021
in Feature News, State
ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ
160
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ କରୋନା ସାରା ରାଜ୍ୟକୁ କବଳିତ କରି ରଖିଥିବା ବେଳେ ଦ୍ୱିତୀୟ ଲହରୀ ସବୁଠୁ ବଳି ଯାଇଛି । ଯେଉଁଥି ପାଇଁ ପ୍ରତିଦିନ ସଂକ୍ରମିତ ରୋଗୀ ଅକ୍ସିଜେନ୍ ଅଭାବରୁ ମତ୍ୟୁ ମୁଖରେ ପଡୁଛନ୍ତି । ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସ୍ଥାନୀୟ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିବା ଜଣାପଡିଛି । ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ସିଧା ସିଧା ଶୁଣାଇଛନ୍ତି ଯେ, ଯଦି ମ୍ୟାନେଜ୍ କରି ନପାରୁଛ କହିଦିଅ । ଆମେ କେନ୍ଦ୍ରକୁ ଦାୟୀତ୍ୱ ଦେବୁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ହସ୍ପିଟାଲମାନଙ୍କରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ଶୁଣାଣିରେ ରାଜ୍ୟ ସରକାରଙ୍କ ଓକିଲ ରାହୁଲ ମେହେରା ଅକ୍ସିଜେନ ଯୋଗାଣ ଲାଗି ରାଜ୍ୟ ସରକାର ଏକ ୱେବ୍ ପୋର୍ଟାଲ ଖୋଲିଥିବା ନେଇ କୋର୍ଟଙ୍କୁ କହିଥିଲେ । ଅକ୍ସିଜେନ ଅଭାବରୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଲାଗି ଦିଲ୍ଲୀ ସରକାର କ୍ଷତିପୁରଣ ଦେବା ଦରକାର ବୋଲି କୋର୍ଟ ରାୟ ଦେଇଛନ୍ତି । ଉକ୍ତ ଶୁଣାଣିରେ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ମୁଲତାନ ଏୟାର, ସେଠ ଏୟାର ଓ ବିନାୟକ ଅକ୍ସିଜେନ୍ ସପ୍ଲାୟର ଉପସ୍ଥିତ ଥିଲେ । ନିର୍ଦ୍ଦେଶ ସତ୍ତେ୍ୱ ଯେଉଁମାନେ କୋର୍ଟରେ ଅନୁପସ୍ଥିତ ଥିଲେ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମୋକଦ୍ଦମା ଋଜୁ ହୋଇଛି । ଶୁଣାଣି ବେଳେ କୋର୍ଟ ସେଠ୍ ଏୟାରର ଯାଞ୍ଚ ସହ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!