Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସଭା ପ୍ରାର୍ଥୀ ହେବା ମୋ ପାଇଁ ସରପ୍ରାଇଜ ଥିଲା : ଦେବାଶିଷ

by ସଞ୍ଜୟ ସ୍ୱାଇଁ
February 13, 2024
in Politics, State
ରାଜ୍ୟସଭା ପ୍ରାର୍ଥୀ ହେବା ମୋ ପାଇଁ ସରପ୍ରାଇଜ ଥିଲା : ଦେବାଶିଷ
90
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ରାଜ୍ୟସଭା ପ୍ରାର୍ଥୀ ହେଵା ନେଇ ଵିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା । କହିଲେ ‘ଏହା ମୋ ପାଇଁ ସରପ୍ରାଇଜ ଥିଲା । ‘ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି । ରାଜ୍ୟସଭା ଭଳି ବାରଵାଟୀ କଟକ ଆସନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ବି ଚମତ୍କାର ହେବ । ‘ଦଳର ଆଭିମୁଖ୍ୟ ଓ ରାଜ୍ୟର ସ୍ୱାର୍ଥକୁ ଦିଲ୍ଲୀରେ ଉପସ୍ଥାପନ କରିବି । ବାରବାଟୀ କଟକରେ ଵିଜେଡି ପ୍ରାର୍ଥୀ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେବ । ସୂଚନା ଥାଉକି, କଟକ ଜିଲ୍ଲା ଵିଜେଡି ସଭାପତି ତଥା ବରିଷ୍ଠ ଵିଜେଡି ନେତା ଦୋବିଶିଷ ସାମନ୍ତରାୟ ଆଜି ରାଜ୍ୟସଭା ପ୍ରାର୍ଥୀ ଭାଵେ ନାମାଙ୍କନପତ୍ର ଦାଖଲ କରିବେ। ରାଜ୍ୟସଭା ପ୍ରାର୍ଥୀ ଭାଵେ ନାଁ ଘୋଷଣା ହେଵା ତାଙ୍କ ପାଇଁ ଏକ ସରପ୍ରାଇଜ ଥିଲା ଵୋଲି କହିଛନ୍ତି ଦେବାଶିଷ । ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ଦଳ ସୁପ୍ରିମୋ ନିଷ୍ପତ୍ତି ନେଇଥିଵାରୁ ଦେବାଶିଷ ନଵୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନଵୀନ ବାବୁ ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି। ସେହିପରି ଵାରଵାଟୀ କଟକ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ କିଏ ହେବେ ସେ ନେଇ ମଧ୍ୟ ନଵୀନ ଵାଵୁ ଚମତ୍କାର ନିଷ୍ପତ୍ତି ନେଵେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଵ ଵୋଲି କହିଛନ୍ତି ଦେବାଶିଷ। କଟକ ହେଉଛି ନଵୀନ ଵାଵୁଙ୍କ ଜନ୍ମସ୍ଥାନ, ତେଣୁ ଏଠିକାର ବିଧାନସଭା ପ୍ରାର୍ଥୀ ସମ୍ପର୍କରେ ନଵୀନ ଵାଵୁ ଅନୁରୂପ ନିଷ୍ପତ୍ତି ନେବେ ଵୋଲି ଦେବାଶିଷ କହିଛନ୍ତି। ରାଜ୍ୟସଭାକୁ ନିର୍ବାଚିତ ହେଲେ ସେ ଦିଲ୍ଲୀରେ ଦଳର ଆଭିମୁଖ୍ୟ ଓ ରାଜ୍ୟର ସ୍ବାର୍ଥକୁ ଉପସ୍ଥାପନ କରିବେ ଵୋଲି କହିଛନ୍ତି ଦେବାଶିଷ । କହିବାକୁ ଗଲେ ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଛି । ସାଂସଦ ଅମର ପଟ୍ଟନାୟକ, ଅଶ୍ୱିନୀ ବୈଷ୍ଣବ ଓ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରୁଛି । ଖାଲି ୩ ଆସନ ପାଇଁ ଆସନ୍ତା ୨୭ରେ ଭୋଟ ହେବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!