ବଡ଼ମ୍ବା, (ବାଘୁଆବାର୍ତ୍ତା): ନରସିଂହପୁର ପୂର୍ବ ରେଞ୍ଜ ରଙ୍ଗଡାବ ଗ୍ୟାସ ଅଫିସ ନିକଟରେ ଦନ୍ତାର ମୃତଦେହ ଜବତ ହୋଇଛି। ଗ୍ୟାସ ଅଫିସ ନିକଟରେ ଥିବା ଏକ ବଗିଚାରେ ଦନ୍ତାର ସନ୍ଦେହଜନକ ମୃତଦେହ ଠାବ ହୋଇଛି। ଏନେଇ ଏସିଏଫ ମନୋଜ ପାତ୍ର ସୂଚନା ଦେଇଛନ୍ତି। ହାତୀର ବୟସ ଆନୁମାନିକ ୧୦ ରୁ ୧୨ ବର୍ଷ ହେବ।