Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ଲୁଚି ରହିଛି ପ୍ରେମ କାହାଣୀ

by ସଞ୍ଜୟ ସ୍ୱାଇଁ
May 31, 2024
in Crime, State
ଅଧପୋଡ଼ା ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର
82
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରେ ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ମୃତ ଯୁବତୀଙ୍କ ଭାଇରାଲ ରିଲ୍ସ । ଆଜି ସକାଳୁ ବନ୍ଦ ଘରୁ ମିଳିଥିଲା ରକ୍ତାକ୍ତ ମୃତଦେହ । ପାହାଳ ଥାନା ଶିବଶକ୍ତି ନଗରରେ ଅଘଟଣ ଘଟିଛି । ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ ଓ ତାଙ୍କ ଘର ଚଣ୍ଡୀଗଡ଼ ବୋଲି ଜଣାପଡିଛି । କଟକ ରୋଡର ଏକ ଡ୍ୟାନ୍ସ ବାରରେ ସେ କାମ କରୁଥିଲେ । ମିଳିଥିବା ସୂଚନା ମୁତାବକ, କଟକ ରୋଡରେ ଥିବା ଏକ ବାରର ଡିଜେଙ୍କ ସହ ମୃତ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହି ଯୁବକଙ୍କୁ ବିବାହ କରିବା ପାଇଁ ୫ ଦିନ ତଳେ ହାତ କାଟି ଦେଇଥିଲେ ଯୁବତୀ । ଖୁବଶୀଘ୍ର ତାଙ୍କୁ ମଧ୍ୟ ତଦନ୍ତପରିସରଭୁକ୍ତ କରିବ କମିଶନରେଟ ପୋଲିସ୍ । ସେପେଟେ ଘଟଣା ଘଟିଥିବା ବିଲ୍ଡିଂରେ ୨୫ ଜଣ ଯୁବତୀ ରହୁଛନ୍ତି । ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ସରଜମିନ ଯାଞ୍ଚ କରିଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଯୁବତୀଙ୍କ ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଆଧାରରେ ପ୍ରେମିକ ଜଣଙ୍କୁ ତଦନ୍ତ ପରିସରଭୁକ୍ତ ଖୁବଶୀଘ୍ର କରାଯିବ ବୋଲି ସୂଚନା ଦେଇଛି ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!