Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ ଆକ୍ରାନ୍ତ ବାପାଙ୍କ ମୃତଦେହ ନେଲାନି ପୁଅ

by ସଞ୍ଜୟ ସ୍ୱାଇଁ
May 6, 2021
in Crime
କୋଭିଡ ଆକ୍ରାନ୍ତ ବାପାଙ୍କ ମୃତଦେହ ନେଲାନି ପୁଅ
189
VIEWS
Share on FacebookShare on Twitter

ଗଞ୍ଜାମ (ବାଘୁଆବାର୍ତ୍ତା): କରୋନାରେ ଆକ୍ରାନ୍ତ ହୋଇ ବାପାର ଜୀବନ ଚାଲିଗଲା । ବାପାର ମୃତଦେହକୁ ସତ୍କାର କରିବାକୁ ପୁଅ ନେବାକୁ ରାଜି ହେଲାନି । ଶେଷରେ ସ୍ୱେଚ୍ଛାସେବୀ ମୃତଦେହକୁ ସଂସ୍କାର କରିଥିଲେ । ଏହିପରି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ପିତଳସ୍ଥିତ ତହଁର ଗ୍ରାମରେ ଜଣେ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ଆସ୍କା ବାବନପୁରସ୍ଥିତ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିଲେ । ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ନେବାକୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ବାପାର ମୃତଦେହ ନେବାକୁ ପୁଅ ମନା କରି ଦେଇଥିଲା । ପରିବାର ଲୋକ ମୃତଦେହ ନେବାକୁ ମନା କରିବାକୁ ସରପଞ୍ଚ ପ୍ରତିନିଧି ଓ ୪ ଜଣ ସ୍ୱେଚ୍ଛାସେବୀ ପିପିଇ କିଟ ପିନ୍ଧି ବୃଦ୍ଧଙ୍କ ଅନ୍ତିମ ସତ୍କାର କରିଥିଲେ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!