Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ପର୍କିୟ ଲୁଚିଲେ, ଆଗକୁ ଆସିଲେ ବିଧାୟକ, କଲେ ଶବ ସତ୍କାର

by ସଞ୍ଜୟ ସ୍ୱାଇଁ
May 31, 2021
in State
ସମ୍ପର୍କିୟ ଲୁଚିଲେ, ଆଗକୁ ଆସିଲେ ବିଧାୟକ, କଲେ ଶବ ସତ୍କାର
292
VIEWS
Share on FacebookShare on Twitter

ବ୍ରହ୍ମପୁର (ବାଘୁଆବାର୍ତ୍ତା): ବ୍ରହ୍ମପୁରରେ ସବ ସତ୍କାର କରି ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ସୋମବାର ବ୍ରହ୍ମପୁର ସରଧାବାଲି ତୃତୀୟ ଲାଇନ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଆର୍ମୀଙ୍କ ସ୍ତ୍ରୀ ୫୫ ବର୍ଷ ବୟସ୍କା ଅନିତା ସାବତଙ୍କର ଏମକେସିଜି କାଜୁଆଲିଟିରେ ମୃତ୍ୟୁ ହେବା ପରେ ତାଙ୍କ ସ୍ୱାମୀ ଏବଂ ଦୁଇ ଝିଅ ତାଙ୍କର ସମସ୍ତ ପରିଚିତ ଲୋକଙ୍କୁ ସାହାଯ୍ୟ ମାଗି ବିଫଳ ହୋଇଥିଲେ । ଏହାପରେ ସେମାନେ ବ୍ରହ୍ମପୁର ବିଧାୟକଙ୍କୁ ଫୋନ୍ ମାଧ୍ୟମରେ ସମସ୍ତ ଘଟଣା ଜଣାଇଥିଲେ । ବିଧାୟକ ଏହା ଶୁଣି ତୁରନ୍ତ ଆମ୍ବୁଲାନ୍ସ, କାଠ, କୋକେଇ ଆଦି ସମସ୍ତ ଆବଶକୀୟ ବ୍ୟବସ୍ଥା କରିବା ସହ ନିଜେ ଉପସ୍ଥିତ ରହି ଶେଷ କୃତ୍ୟ ସମ୍ପନ୍ନ କରାଇଥିଲେ । କୋଭିଡ୍ ଭୟରେ କେହି ସାହାଯ୍ୟ ପାଇଁ ଆସୁନଥିବା ବେଳେ ବିଧାୟକ ଯେଉଁ କାମ କରୁଛନ୍ତି ତାହା ସାଧାରଣରେ ପ୍ରଶଂସନୀୟ ହୋଇଛି । ଅସହାୟଙ୍କ ସବ ସତ୍କାରର ସମସ୍ତ କାର୍ୟ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ଓଡିଶା ‘ମୋ ପରିବାର’ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛିବୋଲି ବିଧାୟକ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!