Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଖରୀରେ ବୁଡ଼ି ମା’ ଓ ଝିଅ ମୃତ, ଗାଧୋଇ ଯାଇଥିବା ବେଳେ ଅଘଟଣ

by ସଞ୍ଜୟ ସ୍ୱାଇଁ
May 8, 2021
in State
ପୋଖରୀରେ ବୁଡ଼ି ମା’ ଓ ଝିଅ ମୃତ, ଗାଧୋଇ ଯାଇଥିବା ବେଳେ ଅଘଟଣ
92
VIEWS
Share on FacebookShare on Twitter

ବୈପାରୀଗୁଡ଼ା (ବାଘୁଆବାର୍ତ୍ତା): ବୈପାରୀଗୁଡ଼ା ବ୍ଳକ ରାମଗିରି ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ପୋଖରୀରେ ବୁଡି ମା’ ଓ ଝିଅଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଚଞ୍ଚଳା ଚାଲାଣ (୩୦) ଓ ଝିଅ ସମ୍ମତି ଚାଲାଣ (୧୦) । ଆଜି ପୂର୍ବାହ୍ନରେ ଗ୍ରାମ ନିକଟ ପୋଖରୀକୁ ମା’ ଓ ଝିଅ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଝିଅ ପୋଖରୀ ଗଭୀର ଜଳକୁ ଚାଲି ଯାଇଥିଲା । ଝିଅକୁ ଉଦ୍ଧାର କରିବାକୁ ଯାଇ ମା’ ମଧ୍ୟ ଗଭୀର ଜଳକୁ ଯାଇ ବୁଡି ଯାଇଥିଲା । ପାଖରେ ଥିବା ମହିଳାମାନେ ତୁରନ୍ତ ଗ୍ରାମକୁ ଯାଇ ଖବର ଦେଇଥିଲେ । ଗ୍ରାମବାସୀ ଉଦ୍ଧାର କରିବାକୁ ଯାଇ ପାଇ ନଥିଲେ । ଶେଷରେ ବୈପାରୀଗୁଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଖରୀ ଗଭୀର ଜଳ ଭିତରକୁ ମା’ ଓ ଝିଅକୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ । ରାମଗିରି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ମୃତକ ପରିବାରକୁ ୪ ଲକ୍ଷ ଲେଖାଏଁ ସରକାରୀ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!