Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାହିଭାଇ କାନ୍ଧ ନଦେବାରୁ ବାପାଙ୍କ ମୃତଦେହକୁ ଶଗଡ଼ ଗାଡ଼ିରେ ବୋହିଲା ନାବାଳକ ପୁଅ

by ସଞ୍ଜୟ ସ୍ୱାଇଁ
August 9, 2021
in State
ସାହିଭାଇ କାନ୍ଧ ନଦେବାରୁ ବାପାଙ୍କ ମୃତଦେହକୁ ଶଗଡ଼ ଗାଡ଼ିରେ ବୋହିଲା ନାବାଳକ ପୁଅ
54
VIEWS
Share on FacebookShare on Twitter

ପାଟଣାଗଡ, (ବାଘୁଆବାର୍ତ୍ତା): ପାଟଣାଗଡ ବ୍ଲକ୍ ମରୁଆଁ ପଂଚାୟତର ପାଢେଲ ଗ୍ରାମକୁ କିଛି ବର୍ଷ ପୂର୍ବେ ଛତିଶଗଡର କଲ୍ୟାଣ ନାମକ ଜଣେ ବ୍ୟକ୍ତି ଆସି ରହିଥିଲେ । ପରେ ସେହି ଗ୍ରାମର ସୀତା ସରାଫକୁ ଭଲ ପାଇ ବିବାହ କରିଥିଲେ । ଉଭୟ ପାଢେଳ ନିକଟସ୍ଥ ଗୋଶାଳରେ କାମ କରୁଥିଲେ । ସେମାନଙ୍କ ୩ ଝିଅ ଓ ଗୋଟିଏ ପୁଅକୁ ନେଇ ଶ୍ମଶାନରେ ଘର କରି ରହୁଥିଲେ । କିଛିଦିନ ତଳେ କଲ୍ୟାଣ ଅସୁସ୍ଥ ଅନୁଭବ କରିଥିଲେ ପରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ରବିବାର କଲ୍ୟାଣଙ୍କ ମୃତ୍ୟୁ ହୋଇଥିଲା । ପରେ ମୃତଦେହକୁ ପାଢେଳ ଗ୍ରାମକୁ ଆଣିଥିଲେ । କିଛି ଘଣ୍ଟା ଶବ ପଡିରହିଥିବା ବେଳେ ଶବ ଶତ୍କାର ପାଇ ଗାଁର କେହି ବାହାରିନଥିଲେ । ଉଲ୍ଲେଖଯୋଗ୍ୟ ଯେ, ସେ ଗରିବ ଶ୍ରେଣୀ ହେଉ କିମ୍ବା ଅନ୍ୟ ଜାତିରେ ବିବାହ ଓ କୌଣସି ରୋଗରେ ମୃତ୍ୟୁ ହୋଇଥିବାରୁ ସାହି ପଡିଶା ଶବ ଶତ୍କାର ପାଇ ବାହାରିନଥିଲେ । ପରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ମାନବିକତା ଦେଖାଇ ଶଗଡ ଗାଡି ଦେଇଥିଲେ । ଶଗଡ ଗାଡିରେ କଲ୍ୟାଣର ଶବକୁ ବୋହି ନାବାଳକ ପୁଅ ନିକଟସ୍ଥ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!