Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦର୍ପନାରାୟଣପୁର – ପ୍ରତାପପ୍ରସାଦ ରାସ୍ତାରୋକ

by ସଞ୍ଜୟ ସ୍ୱାଇଁ
February 20, 2025
in Nayagarh, State
ଦର୍ପନାରାୟଣପୁର – ପ୍ରତାପପ୍ରସାଦ ରାସ୍ତାରୋକ
752
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର-ପ୍ରତାପପ୍ରସାଦ ରାସ୍ତା ରୋକ ହୋଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି ପଞ୍ଚାୟତ ଖଇରପଟି ଗ୍ରାମ ମହାଦେବ ମନ୍ଦିର ନିକଟରେ ରାସ୍ତା ରୋକ କରାଯାଇଛି । ସୁଚନାନୁସାରେ ଗତ ତିନି ଦିନ ତଳେ ଗ୍ରାମର ଆରତ ବେହେରାଙ୍କୁ ବୋମା ଫିଙ୍ଗା ଯିବା ନେଇ ଇଟାମାଟି ଥାନାରେ ମାମଲା ଦାୟର କରାଯାଇଥିଲା । ଉକ୍ତ ଗ୍ରାମର ଶେଷଦେବ ନାୟକଙ୍କ ସମେତ ଆଉ ଜଣଙ୍କୁ ପୁଲିସ ଉଠାଇ ନେଇଥିଲା । ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା ।

ଉକ୍ତ ସ୍ଥାନରେ ସିସି ଟିଭି ଲାଗିଥିବାରୁ ବୋମା କିଏ ପକାଇଛି ଏହାର ସଠିକ ଖବର ପୁଲିସ ପାଖରେ ରହିଥିଲେ ମଧ୍ୟ ବିନା କାରଣରେ ତିନି ଦିନ ଧରି କାହିଁକି ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି ଏ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଆଜି ସକାଳୁ ଶତାଧିକ ମହିଳା ଓ ପୁରୁଷ ନିଆଁ ଜାଳି ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିଲେ ମଧ୍ୟ ଏହାର କୌଣସି ସମାଧାନର ରାସ୍ତା ବାହାରି ପାରୁନାହିଁ । ଲୋକଙ୍କ ଅଭିଯୋଗ ଯଦି ଏହି ଦୁଇ ଜଣ ଅଭିଯୁକ୍ତ ସେମାନଙ୍କୁ ଗିରଫ କରି କାହିଁକି କୋର୍ଟ ଫରୁୱାର୍ଡ କରୁନାହାନ୍ତି । ନଚେତ ପ୍ରକୃତରେ ଯିଏ ବୋମା ପକାଇଛି ସିସି ଟିଭି ଯାଞ୍ଚ କରି ତାଙ୍କୁ ଗିରଫ କରାଯାଉ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!