Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଏସପିରୁ ବିଦାହେଲେ ସାଂସଦ ଦାନୀଶ ଅଲ୍ଲୀ

by ସଞ୍ଜୟ ସ୍ୱାଇଁ
December 9, 2023
in NATIONAL NEWS, Politics
ବିଏସପିରୁ ବିଦାହେଲେ ସାଂସଦ ଦାନୀଶ ଅଲ୍ଲୀ
55
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ (ବାଘୁଆବାର୍ତ୍ତା): ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନୀଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର‌୍ୟ୍ୟ ପାଇଁ ତାଙ୍କୁ ଦଳର ହାଇକମାଣ୍ଡ ମାୟାବତୀ ନିଲମ୍ବନ କରିଛନ୍ତି । ଏନେଇ ପାର୍ଟିର ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଅମରୋହାର ଲୋକସଭା ସାଂସଦ ଦାନୀଶ ଅଲ୍ଲୀଙ୍କ ନିଲମ୍ବନ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ପାର୍ଟିର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧୀ କାର‌୍ୟ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ସେପଟେ ଦାନୀଶ ଅଲ୍ଲୀ ଲଗାତାର ଭାବେ କଂଗ୍ରେସ ପାର୍ଟି ନେତାଙ୍କ ସହ ସଂପର୍କରେ ରହିଥିଲେ । ଏନେଇ ବହୁଜନସମାଜବାଦୀ ପାର୍ଟି ତରଫରୁ ଦାନୀଶଙ୍କୁ ବାରମ୍ବାର ସତର୍କ କରାଯାଇଥିଲା । ଏହାସହ ରମେଶ ବିଧୂଡି ଓ ଦାନିଶ ଅଲ୍ଲୀଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ବିଏସପି ସର୍ବଦା ଦାନୀଶଙ୍କ ସହ ଥିବା ବେଳେ ଦାନୀଶ କିନ୍ତୁ କଂଗ୍ରେସ ପାର୍ଟି ସହ ଠିଆ ହେଉଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ନିଲମ୍ବନ କରାଯିବାର ପ୍ରମୁଖ କାରଣ ଭାବେ କଂଗ୍ରେସ ସହ ସଂପର୍କ ରଖିବା ବୋଲି କୁହାଯାଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!