ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆକ୍ସନରେ ଅବକାରୀ ବିଭାଗ । ରାଜଧାନୀର ବିଭିନ୍ନ ବାର୍ ଓ ଡ୍ୟାନ୍ସ ବାର୍ରେ ଅତର୍କିତ ଭାବେ ଚଢାଉ କରିଛି ଅବକାରୀ ବିଭାଗ । ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଅବକାରୀ ବିଭାଗ । ଖବର ଅନୁଯାୟୀ, ରବିବାର ରାତିରେ ଅବକାରୀ ବିଭାଗ ଏକ ଟିମ୍ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଖାସ୍ କରି ବିଭିନ୍ନ ଡ୍ୟାନ୍ସ ବାର୍ରେ ଚଢାଉ ହୋଇଥିଲା । ଅବକାରୀ ବିଭାଗର ଇନିସ୍ପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା । ଏହି ଚଢାଉ ବେଳେ ଏକାଧିକ ବାର ବନ୍ଦ ରହିଥିବା ବେଳେ କିଛି ଡ୍ୟାନ୍ସ ବାରରେ ଯୁବତୀଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା ଓ ତେବେ ସେମାନଙ୍କର ଆଇଡ଼ି ଚେକ କରିବା ସହିତ ଲାଇସେନ୍ସ ଚେକ କରିଥିଲା ଏହି ଟିମ ଓ





