Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦମ୍ ଦେଖାଇଲେ ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
April 1, 2020
in Nayagarh, Society, State
ଦମ୍ ଦେଖାଇଲେ ଜିଲ୍ଲାପାଳ
32
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ଦେଶରେ କରୋନାକୁ ନେଇ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ନୟାଗଡ଼ ସହରରେ ଏହା ପ୍ରଭାବ ହୀନ ସଦୃଶ ମନେ ହେଉଛି । ଯାହାକୁ ନେଇ ଜିଲ୍ଲାପାଳ ଆଜି ସଂନ୍ଧ୍ୟାରେ ଜଗନ୍ନାଥ ମନ୍ଦିରଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଚାଲି ଚାଲି ଆସିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ପୁରୁଣା ସହରରେ ରୁଣ୍ଡ ହୋଇଥିବା ଲୋକଙ୍କୁ ତାଗିଦ୍ କରିବା ସହ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ଦେଖି ଦୈାଡ଼ି ପଳାଇଥିବା ଜଣାଯାଇଛି । ଏଥିସହିତ ଜିଲ୍ଲାପାଳ ରାସ୍ତାରେ ବିଭିନ୍ନ ଗାଡ଼ି ମୋଟର ଯାଂଚ କରିଥିବା ବେଳେ ଟାଉନହଲଠାରେ ନିରାଶ୍ରୟଙ୍କ ପାଇଁ ଖୋଲା ଯାଇଥିବା କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପୁରୁଣା ବସଷ୍ଟାଣ୍ଡରେ ପହଂଚିବା ପର୍ଯ୍ୟନ୍ତ ପୁଲିସ କର୍ମଚାରୀମାନେ ଏନେଇ କୈାଣସି ଖବର ପାଇନଥିବା ବେଳେ ପରୁଣା ବସଷ୍ଟାଣ୍ଡଠାରେ ଜାଣିଥିଲେ । ଜିଲ୍ଲାପାଳ ପୁରୁଣା ବସଷ୍ଟାଣ୍ଡଠାରେ ପୁଲିସ କର୍ମଚାରୀଙ୍କ ପାଇଁ ତିଆରି ହେଉଥିବା ଟେଣ୍ଡ ଦେଖିବା ସହ ତଦାରଖ କରିଥିଲେ । ଏଥିସହିତ ଜିଲ୍ଲାପାଳ ବିଭିନ୍ନ ଔଷଧ ଦୋକାନ ବୁଲି ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!