ପଟିଆଲା, (ବାଘୁଆବାର୍ତ୍ତା): ଖ୍ୟାତନାମା ପଞ୍ଜବୀ ତଥା ବଲିଉଡ୍ ଗାୟକ ଦଲେର ମେହନ୍ଦୀ ଗିରଫ। ମାନବ ତସ୍କରୀ ମାମଲାରେ ଶୁଣାଣି କରି ଆଜି ପଟିୟାଲା କୋର୍ଟ ତାଙ୍କର ଦୁଇ ବର୍ଷର ଜେଲ୍ ଦଣ୍ଡ କାଏମ୍ ରଖିବା ପରେ ମହେନ୍ଦୀଙ୍କୁ ଗିରଫ କରାଯାଇଛି।