Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନି ଶିଳ୍ପରୁ ଯନ୍ତ୍ରାଂଶ ଚୋରୀ, ୪ ଗିରଫ

by ସଞ୍ଜୟ ସ୍ୱାଇଁ
September 23, 2023
in Crime, Nayagarh, State
ଚିନି ଶିଳ୍ପରୁ ଯନ୍ତ୍ରାଂଶ ଚୋରୀ, ୪ ଗିରଫ
796
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପାଣିପୋଇଲା ନିକଟସ୍ଥ ଚିନିଶିଳ୍ପରୁ ଯନ୍ତ୍ରାଂଶ ଚୋରୀ କରୁଥିବା ଘଟଣାରେ ସଦରଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏକ ଅଟୋ, ବାଇକ, ଏସ୍କଏଲ ଗାଡ଼ି ଜବତ କରିଛି । ୧ ଟନରୁ ଉର୍ଦ୍ଧ୍ୱ ଯନ୍ତ୍ରାଂଶ ଜବତ କରାଯାଇଛି । ନୟାଗଡ଼ ଚିନିଶିଳ୍ପରୁ ପ୍ରତ୍ୟେହ ଚୋରୀ ହେଉଛି । ସୁରକ୍ଷା ଅଭାବରୁ ଦିନ ଦ୍ୱିପହରରେ ଲୁଟ ଚାଲୁଛି । ଯାହାକୁ ନେଇ ପୁଲିସ ପ୍ରେଟୋଲିଂ ସମୟରେ ଅଭିଯୁକ୍ତ ଧରାପଡ଼ିବା ସହ ଦୁଇଟି ମାମଲା ରୁଜୁ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ବାହାଡ଼ର ହାଡ଼ିବନ୍ଧୁ ସ୍ୱାଇଁ, ସଦରଥାନା ଖେଡ଼ପଡ଼ାର କିଶୋର ପୃଷ୍ଟି, ଖଡ଼ଗପ୍ରସାଦର ମନୋଜ ବେହେରା, ଇଟାମାଟି ଥାନା ଚମ୍ପତ୍ତିପୁର ତ୍ରିଲୋଚନ ଲେଙ୍କା । ପୁଲିସ ସୂଚନାନୁସାରେ, ହାଡ଼ିବନ୍ଧୁ ଏକ ଏସ୍କଏଲ ଗାଡ଼ି ଯୋଗେ ଲୁହା ସାମଗ୍ରୀ ନେଇ ଯାଉଥିବା ବେଳେ ତାହା ଧରାପଡ଼ିଥିଲା । ସେହିଭଳି ଭାବେ ଅନ୍ୟ ଅଭିଯୁକ୍ତମାନେ ଅଟୋ ସାହାର୍ଯ୍ୟରେ ୮୫୦ କେଜିରୁ ଉର୍ଦ୍ଧ୍ୱ ଲୁହା ସାମଗ୍ରୀ ଲୁଟିବାକୁ ବସିଥିଲେ । ପ୍ରେଟୋଲିଂ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଥିବା ସଦରଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ବାଲୁଗାଁ ପଞ୍ଚାୟତର କିଛି ଯୁବକ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!