Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳା ପଲସରରେ ଆସି ଲୁଟି ନେଲେ ଲକ୍ଷେ ଟଙ୍କା

by ସଞ୍ଜୟ ସ୍ୱାଇଁ
September 12, 2023
in Crime, State
କଳା ପଲସରରେ ଆସି ଲୁଟି ନେଲେ ଲକ୍ଷେ ଟଙ୍କା
100
VIEWS
Share on FacebookShare on Twitter

ଗୁଣପୁର, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା ଗୁଣପୁରରେ ଟଙ୍କା ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ । ବ୍ୟାଗ୍‌ରେ ଥିବା ଏକ ଲକ୍ଷ ଟଙ୍କା ଦୁର୍ବୃତ୍ତ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଅପରାହ୍ନ ୧ଟା ବେଳେ ସହରର ମାଟିଆ ସାହି ନିକଟରେ ଏଭଳି ଲୁଟ୍ ଘଟଣା ଘଟିଛି । ଗୁଣପୁର ଇଣ୍ଡିଆନ ବ୍ୟାଙ୍କରୁ ଜଙ୍ଗ ଜଙ୍ଗ ଗ୍ରାମର ମାର୍ଗଶିର ଗମାଙ୍ଗ ୧ ଲକ୍ଷ ଟଙ୍କା ଉଠାଇଥିଲେ । ବାଇକ୍ ଖରାପ ଥିବା ଯୋଗୁଁ ମାର୍ଗଶିର ଏବଂ ତାଙ୍କ ଦାଦା ବ୍ୟାଗ୍‌ରେ ଥିବା ଟଙ୍କା ଧରି ଯାଉଥିଲେ । ସେହି ସମୟରେ ସହରର ମାଟିଆ ସାହି ନିକଟରେ କୌଣସି ଦୁର୍ବୃତ୍ତ କଳା ପଲସର ବାଇକରେ ଆସି ବ୍ୟାଗ୍ଟିକୁ ଝାମ୍ପି ନେଇ ଆଖି ପିଛୁଳାକେ କେଉଁଆଡେ ଚାଲି ଯାଇଥିଲେ ବୋଲି ମାର୍ଗଶିର ଗମାଙ୍ଗ ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ସିସିଟିଭି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!