Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲିଫ୍ଟ ମାଗି ଲୁଟ୍ ଉଦ୍ୟମ ପଡିଲା ମହଙ୍ଗା, ନିର୍ଦ୍ଧୁମ ଛେଚା ଖାଇଲେ

by ସଞ୍ଜୟ ସ୍ୱାଇଁ
May 14, 2023
in Crime, Nayagarh, State
ଲିଫ୍ଟ ମାଗି ଲୁଟ୍ ଉଦ୍ୟମ ପଡିଲା ମହଙ୍ଗା, ନିର୍ଦ୍ଧୁମ ଛେଚା ଖାଇଲେ
967
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଯାହାଙ୍କୁ ଲିଫ୍ଟ ମାଗିଥିଲେ ତାଙ୍କୁ ଲୁଟିବାକୁ ଉଦ୍ୟମ କଲା ବେଳେ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଲେ ଜଣେ ଲୁଟେରା। ହେଲେ ତାଙ୍କର ଆଉ ଜଣେ ସାଥୀ ଖସି ଯିବାରେ ସକ୍ଷମ ହୋଇଥିଲେ। ଘଟଣାଟି ଘଟିଛି ନୟାଗଡ଼ର ଲୁଣିସରାରେ। ନୟାଗଡ଼ ଜିଲ୍ଲା କଣ୍ଟିଲୋ ମାଧପୁର ଅଞ୍ଚଳର ପୁଲକ କୁମାର ସାହୁ ତାଙ୍କ କାରରେ ଦଶପଲ୍ଲା ଅଭିମୁଖେ ଯାଉଥିଲେ। ନୟାଗଡ଼ ଠାରେ ଦୁଇ ଜଣ ଯୁବକ ଦଶପଲ୍ଲା ଯିବାପାଇଁ ତାଙ୍କୁ ଲିଫ୍ଟ ମାଗିଥିଲେ। ପୁଲକ ଉଭୟଙ୍କୁ ଲିଫ୍ଟ ଦେଇଥିଲେ। ହେଲେ ନୟାଗଡ଼-ଦଶପଲ୍ଲା ରାସ୍ତାର ଲୁଣିସରାରେ ହଠାତ୍ ଦୁଇ ଯୁବକ ପୁଲକଙ୍କୁ ଧମକ ଦେଇ ଗାଡ଼ି ଅଟକାଇ ଆକ୍ରମଣ କରି ତାଙ୍କ ପର୍ସ ଓ ମୋବାଇଲ ଛଡ଼ାଇ ନେଇଥିଲେ। ଏହି ସମୟରେ ପୁଲକ ପାଟି କରିଥିଲେ। ପୁଲକଙ୍କ ପାଟି ଶୁଣି କିଛି ଲୋକ କାର ନିକଟରେ ପହଞ୍ଚି ଜଣେ ଲୁଟେରାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ ତାକୁ ପୁଲିସ ଜିମାରେ ଦେଇଥିଲେ। ତେବେ ଅନ୍ୟ ଜଣେ ଲୁଟରେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ନୂଆଗାଁ ପୁଲିସ ଘଟଣାର ତଦନ୍ତ କରୁଛି। ଲୁଟେରାଙ୍କ ଆକ୍ରମଣରେ ପୁଲକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!