Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଡ଼ିପାଟଣାରେ ଘରେ ପଶି ସୁନା ଅଳଙ୍କାର ଲୁଟ, ଦୁଇ ଅଟକ

by ସଞ୍ଜୟ ସ୍ୱାଇଁ
May 15, 2024
in Crime, Nayagarh, State
ଗୋଡ଼ିପାଟଣାରେ ଘରେ ପଶି ସୁନା ଅଳଙ୍କାର ଲୁଟ, ଦୁଇ ଅଟକ
415
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ଥାନା ଅଞ୍ଚଳରେ ଅଘଟଣ । ଜଣଙ୍କ ଘର କବାଟ ଭାଙ୍ଗି ଡକାୟତି । ସଦର ଥାନା ଅନ୍ତର୍ଗତ କ୍ରୀଦାସପୁର ଗ୍ରାମ ପଞ୍ଚାୟତ ଗୋଡିପାଟଣା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ କାଲି ରାତିରେ ଉକ୍ତ ଗ୍ରାମର ପ୍ରଦୀପ୍ତ ଖଟେଇଙ୍କ ଘରୁ ଚୋରି ହୋଇଛି । ସୁନା ଅଳଙ୍କାର, ଟଙ୍କା, ମଙ୍ଗଳସୁତ୍ର, ହାର ଓ ଚୁଡ଼ି ଚୋରି ହୋଇଥିବା ଜଣା ପଡିଛି । ଗତ କାଲି ରାତିରେ ପରିବାର ବର୍ଗ ଶୋଇ ପଡିଥିବା ବେଳେ ଡକାୟତ ମାନେ କବାଟ ଗ୍ରୀଲ କାଟି ଚୋରି କରିଛନ୍ତି । ପ୍ରଦୀପ୍ତଙ୍କ ସ୍ତ୍ରୀ ବେକରୁ ସୁନା ଅଳଙ୍କାର ଲୁଟ କରୁଥିବା ବେଳେ ହଠାତ୍ ଉଠି ପଡିଥିଲେ । ତତ୍‌କ୍ଷଣାତ୍ ଡକାୟତ ମାନେ ଉକ୍ତ ସ୍ଥାନ ଛାଡି ପଳାଇ ଯାଇଥିଲେ । ଏହି ଘଟଣାରେ ସଦର ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ପୁର୍ବରୁ ସାଇକେଲ ଚୋରିରେ ଗିରଫ ହୋଇଥିବା ଅଭିଯୁକ୍ତ ବାଙ୍କନିଧି ସାହୁଙ୍କ ପୁଅ କୁମର ରଞ୍ଜନ ସାହୁ ଓ ଏକାଦଶୀ ନାୟକଙ୍କ ପୁଅ ପ୍ରଶାନ୍ତ କୁମାର ନାୟକଙ୍କୁ ପୁଲିସ ଅଟକ ରଖି ଅଧୀକ ତଦନ୍ତ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!