ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଏନଏସି ଅନ୍ତର୍ଗତ ଖଣ୍ଡପଡ଼ାରୁ ଗତ ରାତିରେ ଚୋରୀ ହୋଇଛି। ମାଆ ଓ ଦୁଇ ପୁଅ ଘରର ଉପର ମହଲାରେ ଶୋଇ ଥିବା ବେଳେ ତଳଘରୁ ଚୋରମାନେ କବାଟ ଭାଂଗି ଘରେ ପଶି ସୁଜାତା ପଟ୍ଟନାୟକଙ୍କର ନଗଦ ୨୫ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବାର ଖବର ମିଳିଛି।