Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ୟଶ

by ସଞ୍ଜୟ ସ୍ୱାଇଁ
May 26, 2021
in Breaking
ପବନର ବେଗ ବଢୁଛି: ସକାଳେ ଲ୍ୟାଣ୍ଡଫଲ୍ କରିବ ‘ୟଶ’
150
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଆପଣମାନଙ୍କ ପାଖରେ ସାମୁଦ୍ରିକ ବାତ୍ୟା ୟଶ ର ଟିକିନିକି ଖବର ପହଞ୍ଚାଇବାରେ ଚେଷ୍ଟା ଜାରି ରଖିଛୁ । ବାତ୍ୟା ୟଶ ଲ୍ୟାଣ୍ଡଫଲ କରିବାରେ ସାମାନ୍ୟ ବିଳମ୍ବ ହେବା ନେଇ ବର୍ତ୍ତମାନ ସବୁଠୁ ବଡ଼ ଖବର ଆସି ପହଞ୍ôଚଛି । ସକାଳୁ ସକାଳୁ ବାତ୍ୟା ୟଶ ପ୍ରଭାବରେ ବର୍ଷା ପବନ ଆରମ୍ଭ ହୋଇଛି । ଘଣ୍ଟା ପ୍ରତି ବାତ୍ୟା ୟଶ ୧୨କି.ମି ବେଗରେ ମାଡ଼ି ଆସୁଛି । ଏବେ ପାରାଦ୍ୱୀପ ଠାରୁ ୯୦ ଦୂରରେ ଥିବା ବେଳେ ଧାମରା ଠାରୁ ମାତ୍ର ୪୦କି.ମି ଦୂରରେ ଏବଂ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଠାରୁ ୯୦କି.ମି ଦୂରରେ ଥିବା ବର୍ତ୍ତମାନର ତାଜା ଖବରରୁ ଜଣାପଡିଛି । ସାମୁଦ୍ରିକ ବାତ୍ୟା ୟଶ ଧାମରା-ଚାନ୍ଦବାଲି ଲ୍ୟାଣ୍ଡଫଲ କରିବାର ଥିଲା ଏଥିରେ ସାମାନ୍ୟ ସ୍ଥାନ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ବାତ୍ୟା ୟଶ ଷ୍ଟାଟସ୍ ଅନୁସାରେ, ୟଶ ବାସୁଦେବପୁର-ବାହାନଗା ଅଞ୍ଚଳର ମଧ୍ୟଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ୟଶ ଆଖିର ବ୍ୟାସାର୍ଦ୍ଧ ୩୫କି.ମି ରହିଛି । ବାତ୍ୟା ୟଶ ଲ୍ୟାଣ୍ଡଫଲ କଲା ସମୟରେ ୧୩୦ରୁ ୧୫୫କି.ମି ବେଗରେ ପବନ ବହିପାରେ ବୋଲି ଏସଆରସି ପକ୍ଷରୁ ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!