ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ସାଇବାର ଜାଲରେ ଯୁବ ଡାକ୍ତର । ଠକିନେଲେ ୧୧ଲକ୍ଷ ଟଙ୍କା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ାମ୍ବିଳା ଗାଁର ଘଟଣା । ଜଣେ ଯୁବ ଡାକ୍ତରଙ୍କ ଠାରୁ ଠକିନେଇଛନ୍ତି ୧୧ଲକ୍ଷ ଟଙ୍କା । ଯୁବ ଡାକ୍ତର ବାଦଲ ରାଜକନିକା ସରକାରୀ ଡାକ୍ତରଖାନାରେ କାର୍ୟ୍ୟରତ ଥିଲେ । ଟଙ୍କା ଡବଲ କରିବାକୁ ଲୋଭ ଦେଖାଇଥିଲେ ସାଇବର ଠକ । ଯାହାର ଶିକାର ହୋଇଛନ୍ତି ଯୁବ ଡାକ୍ତର। ଲୋଭ ଦେଖାଇ ଯୁବ ଡାକ୍ତରଙ୍କ ଠାରୁ ୧୧ଲକ୍ଷ ଠକିନେଇଛନ୍ତି ସାଇବର ଲୁଟେରା । ଏନେଇ ଆଳି ଥାନାରେ ଏତଲା ଦିଆଯାଇଛି । ପୋଲିସ ପକ୍ଷରୁ ଛାନ୍ଭିନ୍ ଜାରି ରହିଛି ।






