Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଠକଙ୍କ ଜାଲରେ ତାରା ପ୍ରସାଦଙ୍କ ପରିବାର, ଲୁଟିନେଲେ ୪ ଲକ୍ଷ, ଦୁର୍ବୁତକୁ କାବୁ କଲା ପୋଲିସ

by ସଞ୍ଜୟ ସ୍ୱାଇଁ
October 9, 2023
in Crime, State
ଅସନ୍ତୋଷ ଝାଡିଲେ ତାରା
291
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ସାଇବର ଠକଙ୍କ ହାବୁଡ଼ରେ ପଡିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପରିବାର । ବିଧାୟକଙ୍କ ପରିବାର ଠାରୁ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଅଭିଯୋଗ ପରେ ବିହାରରୁ ଦୁର୍ବୃତ୍ତଙ୍କୁ କାବୁ କଲା କୋରାପୁଟ ପୋଲିସ । ଏମାନଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ପୋଲିସ ଉଦ୍ଧାର କରିଥିବା ବେଳେ ବଳକା ଟଙ୍କା ପୋଲିସ ଉଦ୍ଧାର କରି ପାରିନାହିଁ । ଦୁର୍ବୃତ୍ତମାନେ କିଛି ସିମେଣ୍ଟ କମ୍ପାନୀର ଡିଲରସିପ୍ କରାଇ ଦେବାକୁ କହି ବିଧାୟକଙ୍କୁ ଫୋନ କରି ତାଙ୍କ ତଥ୍ୟ ମାଗିଥିଲେ । ଏହାସହ ଗୋଟିଏ ଲିଙ୍କ୍ ପଠାଇଥିଲେ । ଆଉ ଏହି ଲିଙ୍କରେ କ୍ଳିକ୍ କରି ଓଟିପି ସେୟାର କରିବା ପରେ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା କଟି ଯାଇଥିଲା । ଏହି ଟଙ୍କା ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ଆକାଉଣ୍ଟରୁ କଟିଥିଲା । ଏହା ପରେ ଦୁର୍ବୃତ୍ତମାନେ ଡିଲରସିପ୍ କରାଇ ଦେବା ତ ଦୂରର କଥା ଆଉ ଫୋନ୍ ବି ରିସିଭ୍ କରୁନଥିଲେ । ଶେଷରେ ନିରାଶ ହୋଇ ବିଧାୟକଙ୍କ ପରିବାର କୋରାପୁଟ ପୋଲିସର ସହାୟତା ନେଇଥିଲେ । ତେଣୁ କୌଣସି ଲୋଭର ବଶବର୍ତ୍ତୀ ନହୋଇ ସଚେତନ ରହିଲେ ହିଁ ସାଇବର ଠକଙ୍କ କବଳରୁ ବର୍ତ୍ତି ହେବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!