Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଆଇ ଭୟ ଦେଖାଇ ସାଇବର ଠକ ଲୁଟି ନେଲେ ୨୦ଲକ୍ଷ

by ସଞ୍ଜୟ ସ୍ୱାଇଁ
May 15, 2024
in Crime, State
ସିବିଆଇ ଭୟ ଦେଖାଇ ସାଇବର ଠକ  ଲୁଟି ନେଲେ ୨୦ଲକ୍ଷ
62
VIEWS
Share on FacebookShare on Twitter

ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ଝାରସୁଗୁଡ଼ାରେ ଜଣେ ବ୍ୟକ୍ତି ବଡ଼ ଧରଣର ସାଇବର ଠକେଇଇର ଶିକାର ହୋଇ ଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି । ଭୂର୍କାମୁଡ଼ା ସ୍ଥିତ ବେଦାନ୍ତର ଏକ ସହଯୋଗୀ କମ୍ପାନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୨୦ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବେଦାନ୍ତର ଏକ ଠିକା କମ୍ପାନୀରେ ଅଧିକାରୀ ଥିବା ଜଗଦୀଶ କେ. ଭାରଦ୍ବାଜ ଗୁଜୁରାଟ ସୁରାଟର ମୂଳ ବାସିନ୍ଧା ସେ ସମଲେଶ୍ବରୀ ହସ୍ପିଟାଲ ପାଖ କମ୍ପାନୀର ଏକ ଗେଷ୍ଟ ହାଉସରେ ରହୁଛନ୍ତି। କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ନିଜକୁ ମୁମ୍ବାଇ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେବା ସହିତ ମନି ଲଣ୍ଡରିଂରେ ତୁମ ଭୂମିକା ରହିଛି, ବହୁତ ଅସୁବିଧାରେ ପଡ଼ିଯିବ ବୋଲି ଭୟ ଦେଖାଇଥିଲା। ତେବେ ୨୦ଲକ୍ଷ ଟଙ୍କା ଦେଲେ ମାମଲା ରଫାଦଫା କରିଦେବି ବୋଲି ସମ୍ପୃକ୍ତ ବ୍ୟକ୍ତିଜଣକ ଆଶ୍ବାସନା ଦେଇଥିଲା। ଏମିତିରେ ଅଭିଯୋଗକାରୀ ଆଇନ ଫାନ୍ଦରୁ ବଞ୍ଚିବା ଆଶାରେ ଉକ୍ତ ୨୦ଲକ୍ଷ ଟଙ୍କା ‌ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟ୍ରାନ୍ସଫର କରି ଦେଇଥିଲେ। ହେଲେ ଶେଷରେ ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଆଜି ସଦର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏତଲା ଦାୟର କରି ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!