Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘମରା ଅଞ୍ଚଳରେ ବେଆଇନ କ୍ରସର ଉପରେ ଚଢାଉ, କ୍ରସର ସିଲ୍, ଲକ୍ଷାଧିକ ଟଙ୍କାର ପଥର ଜବତ

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
ବାଘମରା ଅଞ୍ଚଳରେ ବେଆଇନ କ୍ରସର ଉପରେ ଚଢାଉ, କ୍ରସର ସିଲ୍, ଲକ୍ଷାଧିକ ଟଙ୍କାର ପଥର ଜବତ
74
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜସ୍ବ ଅନ୍ତର୍ଗତ ବାଘମରା ଅଞ୍ଚଳରେ ବେଆଇନ କ୍ରସର ଉପରେ ଚଢାଉ । ନୀଳଗିରି ତହସିଲଦାର ପୋଲିସ ଫୋର୍ସ ନେଇ ଅଚାନକ ଚଢ଼ାଉ କରିଛନ୍ତି। ଲକ୍ଷାଧିକ ଟଙ୍କାର ଚିପ୍ସ ଓ ପଥର ଜବତ କରିବା ସହ କ୍ରସର ୟୁନିଟକୁ ସିଲ୍ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସ୍ବର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରେ ନିକଟରେ କିଛିଦିନ ଧରି ବେଆଇନ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ବାହାରୁଥିବା ପଥର ସବୁ କିଛି ବେଆଇନ ଭାବେ କ୍ରସର ୟୁନିଟକୁ ଦିଆଯାଇଥାଏ। ଏପରିକି ଗତ ୨୦୨୦ ମସିହା ମାର୍ଚ୍ଚମାସ ୧୯ ତାରିଖରେ ରାଜସ୍ବ ବିଭାଗ ଚଢ଼ାଉ କରି କ୍ରସର ୟୁନିଟରେ ନାଲି ପତାକା ଝୁଲାଇଥିଲେ। ପୁଣି କ୍ରସର ୟୁନିଟଟି ଚାଲିବାରୁ ଏନେଇ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ। ଗୁରୁବାର ପୁଣି ପୋଲିସ ଫୋର୍ସ ନେଇ ତହସିଲଦାର ଅଚାନକ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଜବତ କରିବା ସହ କ୍ରସର ୟୁନିଟକୁ ସିଲ୍ କରିଦେଇଛନ୍ତି । ତେବେ ଅଭିଯୋଗକୁ କ୍ରସର ମାଲିକ ଖଣ୍ଡନ କରୁଥିବା ବେଳେ ଆଇନଗତ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!