Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେବି ନଦୀରେ ବଉଳା କୁମ୍ଭୀର, ନଦୀକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ

by ସଞ୍ଜୟ ସ୍ୱାଇଁ
July 22, 2021
in State
ଦେବି ନଦୀରେ ବଉଳା କୁମ୍ଭୀର, ନଦୀକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ
133
VIEWS
Share on FacebookShare on Twitter

ନିଆଳି, (ବାଘୁଆବାର୍ତ୍ତା): କାଠଯୋଡ଼ିର ଶାଖା ଦେବି ନଦୀରେ ବଉଳା କୁମ୍ଭୀର । ନଦୀକୂଳରେ କୁମ୍ଭୀର ପହଁରୁଥିବାର ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇ ପଡ଼ିଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ଫୁଲ ନଖରା ବନଖଣ୍ଡ କାର୍ୟ୍ୟାଳୟ ପକ୍ଷରୁ ନଦୀକୁ ନଯିବା ପାଇଁ ଡାକ ବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଛି । କାଠଯୋଡ଼ିର ଶାଖା ନଦୀ ଦେବି ନଦୀର ଗୋବିନ୍ଦପୁର ଘାଟ ଠାରୁ ଧାନମଣ୍ଡଳ ସେତୁ ମଧ୍ୟରେ ଦୁଇ ଦିନ ହେଲା ଏକ ବଉଳା କୁମ୍ଭୀର । ପ୍ରାୟ ୧୦ ଫୁଟ ଲମ୍ବର ଏହି କୁମ୍ଭୀରଟି କେତେବେଳେ କୂଳରେ ତ ପୁଣି ନଇ ମଝିରେ ପହଁରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇପଡ଼ିଛନ୍ତି। ଘଟଣାକୁ ଦୃଷ୍ଟିରେ ରଖି ଫୁଲ ନଖରା ବନଖଣ୍ଡ କାର୍ୟ୍ୟାଳୟ ପକ୍ଷରୁ ନଦୀକୁ ନ ଯିବା ପାଇଁ ଡାକ ବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଛି । ଗତ ବର୍ଷ ମଧ୍ୟ ଏହି ସମୟରେ ଦେବୀ ନଦୀର ତଣ୍ଡିକଣା ସେତୁ ଓ ବଡବିଲି ଘାଟରେ ଦୁଇଟି କୁମ୍ଭୀର ଦେଖାଦେଇଥିଲେ । କୁମ୍ଭୀର ଆତଙ୍କ ପାଇଁ ଅଞ୍ଚଳବାସୀ ନଦୀକୁ ଯିବା ପାଇଁ ଭୟ କରୁଛନ୍ତି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!