Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ ଜିନିଷ ଘରକୁ ନେଉଥିବା ବେଳେ ଧରାପଡି ବନ୍ଧା ହେଲେ ସରକାରୀ ବାବୁ

by ସଞ୍ଜୟ ସ୍ୱାଇଁ
October 10, 2021
in Crime, State
ସରକାରୀ ଜିନିଷ ଘରକୁ ନେଉଥିବା ବେଳେ ଧରାପଡି ବନ୍ଧା ହେଲେ ସରକାରୀ ବାବୁ
236
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ମାତ୍ର ୧୨ ହଜାର ଟଙ୍କାର ସରକାରୀ ଜିନିଷ ହଡ଼ପ କରି ହରଡ଼ଘଣାରେ ସରକାରୀ ବାବୁ। ସରକାରୀ ଜିନିଷ ଘରକୁ ନେଉଥିବା ବେଳେ ଧରାପଡି ବନ୍ଧା ହେଲେ ସରକାରୀ ବାବୁ। ସୁନ୍ଦରଗଡ଼ ଲେପ୍ରିପଡ଼ ବ୍ଳକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୌରାଙ୍ଗ ପ୍ରଧାନ ଗତକାଲି ରାତି ଠାରୁ ସୁନ୍ଦରଗଡ଼ ଟାଉନ ଥାନାରେ ଅଟକ ଅଛନ୍ତି। ଚାଷୀଙ୍କ ପାଇଁ ଆସିଥିବା ତାର ବାଡ଼ ହଡ଼ପ କରିଥିବା ଗୌରାଙ୍ଗ ପ୍ରଧାନଙ୍କ ନାମରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ସୁନ୍ଦରଗଡ଼ ଲେପ୍ରିପଡ଼ ବ୍ଳକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୌରାଙ୍ଗ ପ୍ରଧାନ ଗତକାଲି ରାତି ପ୍ରାୟ ସାଢେ ୮ଟାରେ ସଦର ଥାନା କରମଡ଼ହିରୁ ତାରା ନାମକ ଘରୋଇ ବସରେ ଚାଷୀଙ୍କ ପାଇଁ ଆସିଥିବା ତାର ବାଡ଼କୁ ଲୋଡ଼ କରି ନିଜ ଗାଁ ନୁଆପଡ଼ାକୁ ନେଉଥିଲେ। ଖବର ପାଇ ସୁନ୍ଦରଗଡ଼ ଟାଉନ ପୋଲିସ ଗୌରାଙ୍ଗଙ୍କୁ ସୁନ୍ଦରଗଡ଼ ସହରରେ ଧରିପକାଇଛନ୍ତି। ବସରୁ ୬ ବଣ୍ଡଲ ତାର ବାଡ଼ ପୋଲିସ ଜବତ କରିବା ସହ ସରକାରୀ ବାବୁ ଗୌରାଙ୍ଗ ପ୍ରଧାନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି। ତେବେ ଗୌରାଙ୍ଗଙ୍କ ନାମରେ ପୂର୍ବରୁ ବହୁ ଦୁର୍ନିତୀ ଅଭିଯୋଗ ରହିଛି। ଏନେ ପୋଲିସ ଅଧିକ ତଦନ୍ତ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!