Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଲୁଟ୍ କରୁଥିଲେ

by ସଞ୍ଜୟ ସ୍ୱାଇଁ
October 5, 2021
in Crime, State
ଏଟିଏମରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଲୁଟ୍ କରୁଥିଲେ
75
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଏଟିଏମରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଲୁଟ୍ କରୁଥିଲେ । ହରିୟାଣାରୁ ଆସି ସ୍ମାର୍ଟ ଉପାୟରେ ସ୍ବାପିଂ ମେସିନ ସାହାଯ୍ୟରେ ଲୁଟ୍ କରୁଥିବା ୩ ଯୁବକଙ୍କୁ ପୁଲିସ ଗିରଫ କରିଛି । ଏମାନେ ହେଲେ ହରିୟାଣାର ସଞ୍ଜିବ ସିଂ(୪୨), ସୁମିତ(୨୨), କୁଲଦିପ(୩୪) । ଗତକାଲି ଏମାନେ ବଲାଙ୍ଗିର ଡେଲିମାର୍କେଟରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମ୍ରୁ ସବ୍ୟସାଚୀ ପଣ୍ଡା ନାମକ ଜଣେ ଯୁବକଙ୍କ କାର୍ଡ ନେଇ ଅଭିନବ ଢଙ୍ଗରେ ସ୍ବାପିଂ ମେସିନରେ ଟଙ୍କା ଲୁଟ୍ ଉଦ୍ୟମ କରୁଥିଲେ। ଯାହାକୁ ଯୁବକ ଜଣକ ଜାଣି ପାରିଥିଲେ । ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୁଲିସରେ ଦେଇଥିଲେ । ଆନ୍ୟ ସହଯୋଗୀଙ୍କୁ ପୁଲିସ ପିଛା କରିଥିଲା । ଜଣକୁ ଦେଓଗାଁ, ଏବଂ ଅନ୍ୟଜଣକୁ ଟିଟିଲାଗଡ଼ ଷ୍ଟେସନରୁ ଟ୍ରେନ ଭିତରୁ ଗିରଫ କରାଯାଇଥିଲା । ଏମାନଙ୍କଠାରୁ ୩୭ହଜାର ଟଙ୍କା, ୨ଟି ସ୍ବାଇପ୍ ମେସିନ୍, ୧୪ଟି ଏଟିଏମ୍ କାର୍ଡ ଓ ୩ଟି ମୋବାଇଲ ଜବତ କରାଯାଇଛି । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!