Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମରୁ ଜଣେ ଗ୍ରାହକଙ୍କଠାରୁ କାର୍ଡ ନେଇ ଠକେଇ ଉଦ୍ୟମ, ଜଣକୁ କାବୁକଲେ ଲୋକେ

by ସଞ୍ଜୟ ସ୍ୱାଇଁ
October 4, 2021
in Crime, State
ଏଟିଏମରୁ ଜଣେ ଗ୍ରାହକଙ୍କଠାରୁ କାର୍ଡ ନେଇ ଠକେଇ ଉଦ୍ୟମ, ଜଣକୁ କାବୁକଲେ ଲୋକେ
63
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିର ସହରରେ ମାତିଲେଣି ଲୁଟେରା । ଆଜି ଦୈନିକ ବଜାର ଭିତରେ ଥିବା ଏଟିଏମରୁ ଜଣେ ଗ୍ରାହକଙ୍କଠାରୁ କାର୍ଡ ନେଇ ଠକେଇ ଉଦ୍ୟମ ହୋଇଛି । ଗାହକ ଜଣକ ଜାଣିପାରି ପାଟି କରିବାରୁ ଲୋକେ ଜଣକୁ କାବୁ କରି ପୁଲିସକୁ ଦେଇଥିବାବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଜଣେ ଯୁବକ ଏଟିଏମରୁ ଟଙ୍କା ଉଠାଇବାକୁ ଆସିଥିଲେ । ଏଟିଏମରେ ଲୁଟେରା ଜଣକ ଆସି ଯୁବକଙ୍କୁ ସାହାଯ୍ୟ କରିବାକୁ କାର୍ଡ ମାଗି ନେଇଥିଲେ । ହେଲେ ତାଙ୍କ ପଛରେ ରଖିଥିବା ଏକ ସ୍ବାଇବ ମେସିନରେ ସ୍ବାଇବ କରିଥିଲେ । ଫଳରେ ଟଙ୍କା ଟ୍ରାନ୍ସଫର କରିନେଇଥାନ୍ତେ । ହେଲେ ଯୁବକ ଜଣକ ତାହା ଦେଖିଦେବାରୁ ପାଟି କରିଥିଲେ । ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରିନେଇଥେଲେ । ବାଇକରେ ଥିବା ଅନ୍ୟ ଦୁଇଜଣ ଚମ୍ପଟ ମାରିଥିଲେ । ପରେ ପୁଲିସ ପହଞ୍ଚି ଜଣେ ଲୁଟେରାକୁ ଥାନାକୁ ନେଇଛି । ବ୍ୟାଙ୍କ କତ୍ତୃପକ୍ଷ ଏଟିଏମରେ ସୁରକ୍ଷା ବ୍ୟବସ୍ଥା କରୁନଥିବାବେଳେ, ଟାଉନଥାନାର ନିଷ୍କ୍ରିୟତାକୁ ଲୋକେ ଦାୟି କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!